ଖୁଜାରୁ ତା’ ଛେଳିହଣା କଟୁରୀକୁ ଧାରଦେଇ ନିମିଷକ ଭିତରେ ସେଠି ପହଁଚିଗଲା । ସାଇଯାକରେ ଯାହା ଗୁହାଳେ ବି ଛେଳି ମରୁ ତା’କୁ କେମିତି ବାସ୍ନାହୁଏ ।
ଆପଣଙ୍କ ମତାମତ