ନା ଆକାଶ, ନା ମାଟି ନା ପାଣି ପବନ କେହି ବି ଅଜାଡ଼ି ପଡ଼ନ୍ତି ନି ତୁ ହୋଇ ମୋ ଆହୂତ ହାତରେ ।
ଏଣୁ କାମପ୍ରିୟା କବିଙ୍କୁ ସେ ବିବାହ ପୂର୍ବରୁ ଦୈହିକ ମିଳନକୁ ରୋକ ଠୋକ ମନା କରିଦେଇଥିଲେ ।
ଅଣ୍ଟା ଉପରକୁ ଉଠିବାକୁ ନାରାଜ ମୁଣ୍ଡଟେକି ଚାହିଁଲା କହିଲା, ପାଇଖାନା ପିଲ ଗଣ୍ଡେ ଦେବୁତ ବାପ ।
ସମୟକୁ ଧରି ରଖିବାର ବୃଥା ଚେଷ୍ଟା ନ କରି ସମୟର ସଦ୍ ବିନିଯୋଗ କରିବା ହେଉଛି ବୁଦ୍ଧିମାନର କାର୍ଯ୍ୟ ।
ଆଉ କାହାର ଏତେ କଳାଧନ ଅଛି ଯେ ଆଣିଦେବ ମର୍ତ୍ତ୍ୟରେ ସ୍ୱର୍ଗର ସୁଷମା ।
ମଣିଷ ଜୀବନ ଅର୍ଥସର୍ବସ୍ୱ ହୋଇପଡ଼ୁଛି । ଅର୍ଥପାଇଁ ପାପ ପୁଣ୍ୟର ବିଚାର ରହୁନାହିଁ । କଳାଧନ ଉପାର୍ଜନ କରି ଯେ ଯେତେ ସମ୍ପଦ ବୃଦ୍ଧି କରି ପାରିଲା, ସମାଜରେ ତା'ର...
ମୁଁ ଯାହା ଅଧ୍ୟୟନ କରିଛି, ତାହାସିନା ନିଷ୍ଫଳ ହେବ, କିନ୍ତୁ ମୋର ଶିଷ୍ୟଗଣଙ୍କୁ ଏହି ବିଦ୍ୟା ପଢ଼ାଇଲେ ତାହା ସେମାନଙ୍କଠାରେ ଫଳବତୀ ହେବ ।
ହଠାତ୍ ବହିଟିକୁ ନେଇ ଯାଇ ଟେବୁଲ ତଳେ ଥିବା ଅଳିଆ ଛିଣ୍ଡା କାଗଜ ଟୋକେଇରେ ପକାଇଦେଲେ ।
ସୃଷ୍ଟି କାର୍ଯ୍ୟରେ ସହାୟତା କରିଥିବାରୁ ସେ ବ୍ରାହ୍ମଣ ହେଲେ ସୁଦ୍ଧା ତା'ର କାର୍ଯ୍ୟ ଚଣ୍ଡାଳର କାର୍ଯ୍ୟପରି ।
ସେହି ବିରାଟକାୟ ନକ୍ଷତ୍ର ଅର୍ଥାତ୍ ପୃଥୁରାଜଙ୍କଠାରୁ ଇକ୍ଷ୍ୱାକୁ ଅର୍ଥାତ୍ ସୂର୍ଯ୍ୟବଂଶର ପ୍ରଥମ ରାଜା - ସୂର୍ଯ୍ୟ (ଜ୍ୟୋତିଃବେଦ ଅନୁସାରେ ନବଗ୍ରହ ମଧ୍ୟରୁ ପ୍ରଥମ ଗ୍ରହ) ଜନ୍ମଗ୍ରହଣ କଲେ ।
ଆପଣଙ୍କ ମତାମତ