ଭି.ଆଇ.ପି. ଆଉ ଏମ୍.ଏଲ୍.ଏ., ଏମ୍.ପି. ଲେଖା ହୋଇଅଛି ବସିବା ସ୍ଥାନେ ରାଜପଥ ପରେ ଯାତାୟତ ଯାର ବିଳାସ ବ୍ୟସନ କ୍ଷିପ୍ର ଯାନେ ।
ଅଙ୍ଗୁର, ଅଁଳା, ଚେରି, ଜାମୁ ବଇଁଚି, ବେତ, ଖିରିକୋଳି ବଉଳ କୋଳି, ଗଉଡ଼ ଗୋବିନ୍ଦ କୋଳି ଲାଗି ହୁଏ କଳି ।
"ଉତ୍ତମ କଥା ! ୟେ ଭଦ୍ରଲୋକ କେବେଠୁଁ ତୁମର ହବି ହେଲେ ?" ମୁଁ ପଚାରିଲି ।
ମୁଁ ମନା କରୁଥିଲି ..... ବଢ଼ିଲା ଝିଅ ... କ'ଣ ମିଳିଲା ସେ ପାଠପଢ଼ାରୁ । ଏଣେ ପାଠ ଚୂଲିକୁ ଗଲା, ତେଣେ ଝିଅ ମୋର କାହା ସାଙ୍ଗରେ ପଳାଇଗଲା
ଆଲୁଅ ସରୁ ନ ଥିବା ପ୍ରେମ ଏକ ଋତୁହୀନ ମହାଋତୁ
ଫିସାଦିରେ ଦେଶଟା ଡୁବିଯିବା ପରେ କେମିତି ଉଦ୍ଧାର ହବ ଆମର ନୀରବିତ ପ୍ରଶ୍ନ ଅବଶିଷ୍ଟ ଜୀବନ ?
ବ୍ଲୁ-ରାକେଟର ପାଇକାରୀ ବ୍ୟବସାୟୀମାନେ ଜାଣିପାରନ୍ତି ନାହିଁ । ସେମାନେ ତାରିଫ୍ କରନ୍ତି । ସଶରୀରରେ ମଡ଼େଲଟାକୁ ତାଙ୍କ ବ୍ୟବସାୟରେ ସାମିଲ୍ କରିବାକୁ ଦାବି କରି ବସନ୍ତି ।
ଏଣିକି ପୃଥ୍ୱୀର ଯେତେ ଜନ ପରିଜନ ଶତ୍ରୁ ମିତ୍ର, ଚିହ୍ନା ଅଚିହ୍ନା, ସାଥୀ ଦିଅନ୍ତୁ କି ନା ଫରକ ପଡ଼ିବନି କିଛି ଏକା ଚାଲିବାରେ ।
ତମେ ଦି'ଜଣ ଗଲା ବେଳକୁ ବାପାଙ୍କୁ ସାଙ୍ଗରେ ନେଇଯାଅ । ସେଠି ସହର ବଜାର ଜାଗା ।
ସେ ଗୋଟିଏ ପାଦ ଆଗକୁ ବଢ଼ାଇଲା ମାତ୍ରେ ନିକଟରେ ଥିବା ପ୍ରତ୍ୟେକ ପୁରୁଷ ତାଙ୍କୁ ପଛରୁ ଟାଣି ଧରିବାର, ତାଙ୍କ ଅଗ୍ରଗତିକୁ ପ୍ରତିହତ କରିବାର ପ୍ରୟାସ କରିଛନ୍ତି ।
ଆପଣଙ୍କ ମତାମତ