ସମୁଦ୍ରର ପରି ସ୍ୱାଧୀନତା ଆବଶ୍ୟକ ବ୍ୟକ୍ତ କରିବାକୁ ମହତ ଚେତନା ଏ ଜଗତ ବକ୍ଷରେ,
ସେ ମଢ଼ର ପଛପାଖରୁ ମାଂସ ଛିଣ୍ଡାଇ ଖାଉଥିବା ସମୟରେ ବଣ୍ଟି ଲକ୍ଷ୍ୟ କଲା ତା'ର ମୁଣ୍ଡ ତା'ର ରାଇଫଲ୍ ରେଞ୍ଜ୍ ବାହାରେ ରହୁଛି ।
ଦୀର୍ଘକାଳ ପରେ ହଠାତ୍ ଦେଖା ଗୌତମ ସାଥିରେ ଷ୍ଟେସନ ପାଖ ନୁଆଁଣିଆ ଚାଳି ହୋଟେଲ୍ରେ ।
କରି ମଧୁପାନ ହରଷିତ ମନେ ପ୍ରଜାପତି ଯାଏ ଉଡ଼ି । ଫୁଲରାଣୀମାନେ କରନ୍ତି ଅପେକ୍ଷା ଲୋତକ ଜଳରେ ବୁଡ଼ି ।।
ପରାଧୀନ ଏଇ ଭାରତ ଭୂଇଁରୁ ଫିରଙ୍ଗୀ ଦଳକୁ ତଡ଼ି, ଗଢ଼ିଥିଲ ପରା ସ୍ୱାଧୀନ ଭାରତ ।
ଶୁଆଶାରୀ ପରି କାହାଣୀ ଆମର କରିଦିଅ ତୁମେ ମୋତେ ଆପଣାର ଇଚ୍ଛା ହୁଏ ଚାଲିବାକୁ ହାତ ଧରି ତମର
ବଚନ ତାହାର ଖୁର ଠୁ ତ ଧାର ଚରିତ୍ର କୁଟ କପନ ଦୃଷ୍ଟି ତା'ର ପୁଣି ସତେକି ଜହର ମନେ ମରିଯାଏ ବଳ ।
ନଡ଼ିଆଗଛର ଶେଷ ବାହୁଙ୍ଗା ପରି ସେ ସେତେବେଳେ ନଇଁ ପଡ଼େ । ମଝି ବାହୁଙ୍ଗା ତାକୁ ଆବଶ୍ୟକତାର ନିକିତିରେ ତଉଲତାଉଲ କରେ । ଉପର ବାହୁଙ୍ଗା ସଗର୍ବରେ ହସଟାଏ ହସେ...
ଦର୍ଦାମ୍ ଏତେ ବଢ଼ାଇ ଦିଆଯିବ ଯେ, ଲୋକଙ୍କୁ ତ ପିଲା କୁଟୁମ୍ୱ ପୋଷିବାକୁ ଯଥେଷ୍ଟ ସମୟ ମିଳିବ ନାହିଁ, ଦେଶ କଥା ଭାବିବାକୁ ବେଳ କେଉଁଠି ଥିବ ଯେ !
ବହୁ କ୍ଷେତ୍ରରେ ଜୀବନକୁ ଏକ ନୌକା ସହିତ ତୁଳନା କରାଯାଇଥାଏ । ମୃତ୍ୟୁ ସଦୃଶ, କଥାଟି ସମ୍ପୂର୍ଣ୍ଣ ଭାବେ ସତ୍ୟ ।
ଆପଣଙ୍କ ମତାମତ