ଆଜି ମୋ ପ୍ରିୟାର ପଣତ ଛାଇରେ ଗପିବି ବସି ମୁଁ ରାତି ଦିନ ।।
ସ୍ୱପ୍ନ ଦେଖୁଚି ମୁଁ ମଲାମାଟି-ମୃତ୍ୟୁର ଆକାଶ ମୋ ଦେହରେ ଯକ୍ଷ୍ମାକୀଟ ମୃତ୍ୟୁ ଆସେ ପାଟି ମେଲି ଫିଟି ପଡ଼େ ପାଞ୍ଚାଳିର କେଶ ।
ଆମେ ନିର୍ବାଚିତ କରୁଥିବା ଜନପ୍ରତିନିଧିମାନେ ଆଜି ସରକାର ବୋଲାଇ ଆମରି ଝାଳବୁହା ଧନକୁ ଟିକସ୍ ଆକାରରେ ନେଇ ଆଜି ନିର୍ମଳ ଭାବମୂର୍ତ୍ତିର ଚେହେରା ଦେଖାଇ ଅୟସ କରୁଛନ୍ତି ।
ଅପଯଶ ଅକାରଣେ ଢାଙ୍କି ଦିଏ କାହିଁକି ମୋ ମନକୁ ଅଯଥାରେ ନିନ୍ଦା କାହିଁ ଘାରି ଦିଏ ଏ ଶରୀରକୁ ।
ନାରୀ ଆଖିରେ ପୁରୁଷଟି ସହଜ ଗଣିତ, ସିଏ ପୁରୁଷକୁ ବେଶ୍ ପଢ଼ିପାରେ ଭାଗଫଳ ଯା' ହେଉ ପଛେ ଭାଗଶେଷ ଶୂନ ରହିଯାଏ ।
ଥରକୁ ଥର ଗୋଟେ କାହାଣୀରୁ ଦ୍ୱିତୀୟରେ ଟିକେ କମ୍ ବା ବେଶି ସ୍ୱାଧୀନ ହୋଇ ମୁଁ ଗଢ଼ିଦିଏ ଏକ ପୃଥିବୀ ନିଜ ଭିତରେ ଏବଂ ତାକୁ ପହୁଞ୍ଚାଏ ବାହାରକୁ
ତା' ଭିତରେ ଆଉ ଗୋଟିଏ ମରମ ଅଛି, ସେ କଥାଟି ଆମ ଗୁରୁଙ୍କ ଛଡ଼ା ଆଉ କାହାରିକୁ ମାଲୁମ ନାହିଁ । ସେ କଥାଟି ଏଇଆ-
ତୋ ବାପାଙ୍କୁ କହିବାକୁ ପଡ଼ିବ, ତୁ ଏସବୁ ଖରାପ ଅଭ୍ୟାସ କଲୁଣି । ଭବିଷ୍ୟତରେ ଚାରିପାଞ୍ଜିରୁ ଯିବୁରେ ପୁଅ । ବଣ୍ଟି ସେଇଠୁ ଖତେଇ ହୋଇ କହିଲା- ଚାରିପାଞ୍ଜିରୁ କି...
ଗୋରା ତକତକ ଚେହେରା, ସୁଢ଼ଳ ମନୋହର ମୁହଁ, କୁନିକୁନି ଭଅଁର ପରି ଆଖି ଯୋଡ଼ିଏ, ପଦ୍ମକଢ଼ି ପରି ଅଙ୍ଗୁଳି ଓ ସର୍ବୋପରି ରାଜକୁମାର ଭଳି ପୁଅଟିକୁ ପାଇବା ପରେ ସେମାନଙ୍କ...
ରଜନୀ ସୁନ୍ଦର ହୋଇଲେ ଉଦୟ ଅମ୍ୱରେ ପୂର୍ଣ୍ଣମୀ ଜହ୍ନ । ଅନ୍ଧକାର ରାତ୍ରେ ଖଦ୍ୟୋତ ରୋଷଣୀ ହରିନିଏ ଜନମନ ।।
ଆପଣଙ୍କ ମତାମତ