ତା' ବୋଉ ମାଗି ଆଣିଥିଲା କଂସାଏ ପଖାଳ । ପୋଡ଼ାଆଳୁରେ ଲଙ୍କା ମରିଚଟେ ଦଳିଥିଲା ରସୁଣ ଦି'କୋଲା ଦେଇ । ଦେଇଥିଲା ସୋରିଷ ତେଲ ବେଶୀ କରି ।
ଆମର ଦି'ଟା ସିଙ୍ଗଲ ବେଡ୍ସିଟ୍ ସିନା ଆଣିଥାନ୍ତୁ ଏଡ଼େଟାଏ କ'ଣ ଦରକାର ଏଠି ?
ସାଲେପୁରର ରସଗୋଲାକୁ ପାରିବ କିଏ ଭୁଲି ? ରସାବଳି କି ପୋଟଳି ଖାଅ କେନ୍ଦ୍ରାପଡ଼ାରେ ବୁଲି ।।
ଆଉ ମୋର ପିଲାଦିନର ଚପଳାମି ସବୁ ଆପଣାର କରିନେଇଥିବା ସ୍ନେହବୋଳା ଗାଁ. . . ଯେଉଁ ଗାଁରେ ଝରଣାଟି
ଦେଖନ୍ତୁ, ସଂସାରମୟ ରସାତଳଗାମୀ ହେଲେ, ସେଥି ମଧ୍ୟରୁ ଯେ କେତେଜଣ ସ୍ୱର୍ଗଗାମୀ ହେବାକୁ ଚେଷ୍ଟା କରୁଛନ୍ତି
ଆଖିରୁ ପ୍ରଲମ୍ୱିତ ଅସୁମାରୀ ତାରା ବ୍ୟାପି ସ୍ୱପ୍ନର ଆକାଶରୁ ପାହାଡ଼ର ଏ ଜଙ୍ଗଲ ବେଶ ଗ୍ରହରୁ ନକ୍ଷତ୍ର ସଞ୍ଚରିଯାଇଚି ଇନ୍ଦ୍ରଜାଲ, ଏ ଭୋକ ।
ମୋ ସାଙ୍ଗରେ ଯେଉଁମାନେ ଦୋକାନ କରିଥିଲେ ସେମାନେ ଆଜି ଲକ୍ଷପତି । ମୁଁ ସେଇ ଦଧିଆ । ବରା ପିଆଜି ଧରି ବଇଚି । ଲୋକଙ୍କର ମୋ ପ୍ରତି ସମ୍ମାନ...
ଦେଖାଗଲା ଗାଁ ଗାଁ କୀର୍ତ୍ତନ କଲାବେଳେ ଅଇଁଠାରେ ହାତ ଥାଏ କରତାଳରେ ବନ୍ଦ, ଆଉ ଆଖି ଥାଏ ଆଖପାଖର ଗାଈ ଗୋରୁଙ୍କ ଉପରେ
ମୁଁ ତାଙ୍କୁ ବାରବାର ତେତିକିବେଳେ କହିଥିଲି- ପରପୁଅ ଗୁଞ୍ଜାରୁଅ ସେ ବଳେଇରେ ପଶ ନା । ଶୁଣିଲେ ନାହିଁ, ଏବେ ଭୋଗ ।
ଢାଉଁ ଢାଉଁ ବାଜଇ ଢୋଲ, ବାହାରେ ଚିକ୍କଣ ଭିତରେ ପୋଲ । ନିଜର ଅତ୍ୟଧିକ ସରଳତାକୁ ହିଁ ଦାୟୀ କରି ବାଡ଼େଇ କଚାଡ଼ି ହେଉଥାନ୍ତି । ମଝି ଦରିଆରେ ଭସେଇ...
ଆପଣଙ୍କ ମତାମତ