ଠିକ୍ ସମୟରେ ଔଷଧ ନ ଖାଇ ତେଲ ମାଲିସ୍ ନ କରି ଥରକୁ ଥର ତ ଆଣ୍ଠୁଟାକୁ ବାଡ଼େଇ ଦେଉଛୁ । କହିଲୁ, ହାତରେ ହାତଟା ପଡ଼ି ନ ଥିଲେ...
ଖେଳାଇ ଦେଇପାରେ ସ୍ନେହ-ପ୍ରେମ-ସମ୍ପ୍ରୀତି ଆଉ ମାବିକତାର ସମ୍ମୋହନୀ ମନ୍ତ୍ର ଦସ୍ୟୁ ରତ୍ନାକରକୁ ବାଲ୍ମୀକି
ମାଟି ତଳେ ମାଟିକୁ କାମୁଡ଼ି ଭିଡ଼ି କରେ କାବୁ ଭିତରେ ଭିତରେ ବଢ଼ି ଶୋଷେ ଜଳ ସବୁ ।
ମଣିଷ ମନଟା କ'ଣ ସତରେ ସବୁବେଳେ ଆକାଂକ୍ଷିତ ସ୍ୱପ୍ନର ଡୋରରେ ବନ୍ଧା
ପ୍ରତୀକ୍ଷାର ବେଳ ମନେହୁଏ ଧୁ, ଧୁ ଖରାବେଳ ସବୁଜ ବନ, ଝରଝର ଝରଣା ବଦଳିଯାଏ ନିଥର ମରୁ ଭାସିଯାଏ ଭଲ ପାଇବାର ଗୋଲାପି ଅକ୍ଷର ।
ତୁମ ପ୍ରେମ ଫଲ୍ଗୁ ପ୍ରବାହିତ ହୋଇ ଭିଜେଇ ଦିଏ ମୋ ହୃଦୟ ଗାତ୍ର ପ୍ରିୟତମ ମୋର ତୁମ ପ୍ରେମ ବିନା ସଂସାରେ ଆଉ କିଛି ତ ନାହିଁ
ତା'ର ଯେବେ ମନେପଡ଼େ ଅତୀତର ମିଠା ଖଟା ମୁହୂର୍ତ୍ତ ସବୁ ମନରେ ଶିହରଣ ଆସେ ବେଦନାର ସୂତାଖିଅଟେ ଆସ୍ତେ ଆସ୍ତେ ଜଞ୍ଜୀର ହୋଇ ତାକୁ ବନ୍ଦୀ କରିଦିଏ ଭୁଲି ପାରେନି...
ମୋତେ ଗରମ ବିଛଣାରୁ ଟେକି ଆଣି କିଟିକିଟିଆ ଅନ୍ଧାରକୁ ଆଙ୍ଗୁଳି ଦେଖେଇ କହନ୍ତି "ଖାଇଦେ, ନ ହେଲେ ଠିକ୍ ଅଧା ରାତିରେ ଅନ୍ଧାର ଘୁଡୁଘୁଡ଼ି ଆସିବ ତୋ ଖାଲି ପେଟରେ...
ନାହିଁ କେ ଆନ ତୋ ଠାରୁ ବଳି ତୋ ସଙ୍ଗ ସୁଖ ପାରେନି କଳି
କୁଆଁରୀ ଫସଲ ବିଧି ବିଞ୍ଚିଦିଏ ମୋ ମନରେ ବିଚିତ୍ର କାଉଁରୀ ତାଳ ବଣ ସରହଦରେ ଜହ୍ନ ଧାଡ଼ି ଧାଡ଼ି ଗୁଆ ଗଛ
ଆପଣଙ୍କ ମତାମତ