ସବୁବେଳେ ସମୟ ଲେଖେ ଆମ ଜୀବନ ଧାରାର ଚିତ୍ରପଟ ଆମେ ଖାଲି ଅଭିନୟ କରୁ ଭଲ ହେଲେ ହସି ଦେଉ ନ ହେଲେ ମନେ ହୁଏ କଷ୍ଟ ।
ଗ୍ରାମ୍ୟ ବାଳିକାର ମଞ୍ଜୁଆତି ହାତ ଚିହ୍ନ ପରି ଚହଲା ପାଣିରେ ଚହଲୁଥାଏ ଆକାଶିଆ ତାରା , ଜ୍ୟୋତ୍ସ୍ନାର ରୂପେଲି ବର୍ଣ୍ଣେ ବିଭାସିତ ଦରିଆର ଜଳ, ମାଝିର ଆଖିରେ ତୋଳେ ଆଶାର...
ଜାନୁଆରୀ ୧୦, ୨୦୧୪ ମସିହା ସେଦିନ କଥା ମନେପଡିଗଲେ ରୂପା ପାଗଳ ପାରିହେଇଯାଏ, ନିଜ ମୁହଁକୁ ଆଇନାରେ ବି ଦେଖିପାରେନି, କାନ୍ଦେ, ଚିଲାଏ ।
ଆମ ମାର୍କଣ୍ଡ ମାଆ, ପାଖ ପଡୋଶୀଘର ସ୍ତ୍ରୀଲୋକଙ୍କ ଠାରୁ ଦେଖି ଦେଖି ଜିଦି ଧରି ବସୁଛି ଯେ, ମୁଁ ସେ ଏତେ ବଡ ବଡ ଚାଇନା ରସୁଣ କିଣିବି ।
ଯଦି ଅଧଗଢା ପ୍ରଭୁ ତୁମ୍ଭ ଦୁଇ ହାତ କେମିତି କରିଲ ଦୁଷ୍ଟ କୁମ୍ଭୀରର ହତ ଦାସିଆ ହାତରୁ ବାହି ନେଲ ଯେ ନଡିଆ ବନ୍ଧୁ ମହାନ୍ତିଙ୍କୁ ଦେଲ ଭୋଗର ଥାଳିଆ
ଆପଣଙ୍କ ମତାମତ