ଜହ୍ନ ମାମୁଙ୍କର କେତେଗୋଟି ନାମ କିଏ ଅବା ଅଛ ଜାଣି ? ମନେ ରଖ ତେବେ କୁନି କୁନି ମୋର ସ୍ନେହର ଭାଇ ଭଉଣୀ ।
ବାର ପାହାଡ଼ର ମୁଣ୍ଡିଆ ଉପରେ ଦିଶିଲାଣି ତୃତୀୟା ତିଥିର ଜହ୍ନ ଡୁଙ୍ଗୁରା ଚୂଡ଼ାର ମନ୍ଦିର ରୁ ଧୂପ, ଦୀପ ବାସିଭୋଗ ଖାଇ ନାଚି ନାଚି ଆସୁଚି ଜହ୍ନ ରାତି ଜ୍ୟୋତିବିହାରକୁ...
ମୋ ଭିଟାମାଟିର ... ବୁନିଆଦି ପରେ କାହିଁ ? କେବେଠାରୁ ବସା ବାନ୍ଧି ରହିଅଛି ଦୀନ ଦରିଦ୍ର-ୠତୁ !
ମୋ ଦେହ ଆଉ ରହେ ନାହିଁ ଦେହ ହୋଇ ହୋଇଯାଏ ମାଟି ସମଗ୍ର ଶ୍ରାବଣକୁ ଶୋଷିନିଏ ନିଜ ଭିତରକୁ ସାଇତି ରଖେ ତା' ବତୁରାପଣକୁ ।
ନାରୀର ଅନ୍ୟନାମ ଦୁଃଖ ତା ଲୁହ ଗୋଟେଇଲେ ନଈ ତା କଥା ଶୁଣିଲେ ମହାକାବ୍ୟ ସେ ନିଜେ ବିଚ୍ଛୁରିତ ଆଗ୍ନେୟ ଲାଭା ସାହସର ଦୁର୍ନିବାର ଇଚ୍ଛା କର୍ତ୍ତବ୍ୟର ବେଗମାନ ଯାନ...
ପ୍ରିୟା ମୋ କବିତା ପାଥେୟତା ମାଟି ଓ ମଣିଷ ସତ୍ୟ ସାଧନାର ପଥେ ସମୟ ତା ସାଥୀ ଲକ୍ଷ୍ୟ ତା'ର ଇତିହୀନ ଯାତ୍ରା ।
କେତେବେଳେ ପେଟକରି କି କେତେବେଳେ ପିଠି କରି ପରିକ୍ରମାର ଅସ୍ତବ୍ୟସ୍ତ ଗ୍ରହ ମାନେ ସୂର୍ଯ୍ୟର ଚାରିକଡେ ଅଭିଆଡ଼ି ଫୁଲର ପରିଚୟ ବଦଳିଯାଏ ଠାକୁରଙ୍କ ମୁଣ୍ଡରେ ବି
ଭଉଣୀଟେ ପରି କାଲି କାଲି ଚାଲି ଶିଖିଥିବା କୁନି ଝିଅଟେ ସବୁ ମଣିଷଙ୍କୁ ଆପଣାର କରିନିଏ
କୁଟା କାଠିର ଘରଟିରେ ମଝି ଖୁଣ୍ଟ ପରି ଅବା ବୁଢା ବରଗଛଟିଏ ପରି ମୋ ଆଖି ଉଠିଲା ଦିନରୁ ଦେଖୁଛି ତାଙ୍କୁ ।
ଛାପିଦିଏ ସବୁ ସମ୍ଭାବନା ଶବ୍ଦ ସବୁ ବରଫ ପାଲଟେ ସପନର ଇଲାକାରେ ଛୁଇଁ ଯାଉଥିବା ଅସମାପ୍ତ ସ୍ଵରର
ଆପଣଙ୍କ ମତାମତ