ବ୍ୟାକୁଳ ଅଧୀର ଭାବରେ ସେ କାହାର ଆଶ୍ରୟ ଲୋଡ଼ି ବସିଲା, ମାତ୍ର ସେପରି ସୁନାକୁ କିଏ ଛୁଇଁବ । ସେ ଯେ ଥିଲା ଦିନେ ଭିକାରୁଣୀ- ଅଛୁଆଁ ଘରର ଝିଅ...
ଏ ବାବା, ମୁଁ ମଫସଲ ବାହାରିଲି । ଏହି ଜିନିଷପତ୍ର ସବୁ ଘେନି ଆସ । କେତେ ବା ଜିନିଷ, ବୁଝି ଖବରଦାର, ମୂଲିଆ କରିବ ନାହିଁ, କଲେ ତୁମେ...
ଅତ୍ୟଧିକ ଇମୋସନାଲ ହୋଇ ସେମିନାର ପାଠାଗାରରେ ଦୀପାଳୀଙ୍କର ଗୋରା ଗାଲରେ ସରୁ ଚୁମ୍ୱନଟି ଆଙ୍କି ଦେଇଥିଲେ ରାଜେନ୍ଦ୍ର ଅନ୍ୟମାନଙ୍କ ଅଲକ୍ଷ୍ୟରେ । ମୁଖମଣ୍ଡଳର ଆକାଶରେ ଭଲ ପାଇବାର ଅରୁଣିମା ତଡ଼ିତ୍...
ଯେଉଁ ଦେଶରେ ଜେଜେମା'ର ଶବ ଶୋଭାଯାତ୍ରାରେ ନାତି ସାଉଣ୍ଡବକ୍ସର ହିନ୍ଦୀ ଗୀତ ତାଳେ ତାଳେ ନିଶାରେ ନୃତ୍ୟ ପ୍ରଦର୍ଶନ କରିପାରନ୍ତି, ଯେଉଁଠି ପ୍ରତିବର୍ଷ ପିତୃପୁରୁଷଙ୍କ ଶ୍ରାଦ୍ଧପିଣ୍ଡ ନ ଦେବା ପାଇଁ...
ଇନ୍ଦ୍ରିୟଗୁଡ଼ିକୁ ସମ୍ପୂର୍ଣ୍ଣ ବଶୀଭୂତ କରିବାକୁ ଦମ କୁହାଯାଏ । ଶାସ୍ତ୍ରବିହିତ ପ୍ରବୃତ୍ତି ପରହିତ ପାଇଁ ହେବା ଉଚିତ୍ ।
ମୁଁ କ'ଣ ସଂସ୍କୃତ ପଢ଼ିଛି । ପୁରାଣ ପଢ଼ାରୁ ଯାହା ବୁଝୁଛି କିଛି ଗୁଣ୍ଡିଚା ଘର ଆଉ ଅଶ୍ୱମେଧ ଯଜ୍ଞ କଥା କହୁଛନ୍ତି । ତତେ କଥା ଦେଉଛି, ପାଠ...
ପାପ ଏପରି ଏକ ବିଷ, ଯାହା ସେବନ କଲେ ମୃତ୍ୟୁର ଘଣ୍ଟାଶବ୍ଦ ଶୁଣାଯାଏ । କିନ୍ତୁ ପ୍ରଥମ ପାପର ମଧୁର ନିଶାରେ ଥରେ ରକ୍ତର ଅରଣ୍ୟରେ ନିଆଁ ଲାଗିଗଲେ ପାପ...
ବର୍ଷ ଯେବେ ଝରେ ଝର ଝର ଝୁମିଝୁମି ଯାଏ ମନ ମୋର,
ଏ ପ୍ରସିଦ୍ଧ ଦାଣ୍ଡିଯାତ୍ରାରେ ସେତେବେଳେ ସାବରମତୀ ଆଶ୍ରମରେ ଥିବା ଓଡ଼ିଶାର ମୋତି ଦାସ ଯୋଗ ଦେଇଥିଲେ ।
ନଳ ତତ୍କ୍ଷଣାତ୍ କର୍କୋଟକ ନାଗଙ୍କୁ ସ୍ମରଣ କରି ସର୍ବଦା ପାଖରେ ରଖୁଥିବା ନାଗଦତ୍ତ ଅମ୍ଳାନ ବସ୍ତ୍ରକୁ ପରିଧାନ କଲେ । ଅଶ୍ରୁମୁଖୀ ଦମୟନ୍ତୀ ଚାହିଁ ଦେଖିଲେ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ...
ଆପଣଙ୍କ ମତାମତ