ମୁଁ କହିଲି- ୟେତ ଆନନ୍ଦର କଥା ଝିଅ ଆପଣଙ୍କର ନାଁ କଲାଣି; ବନ୍ଧୁ କହିଲେ- ବହି ନବାହାରୁଣୁ ଶ୍ରେଷ୍ଠକବି ବୋଲି ଘୋଷଣା ହେଲାଣି !
ଆବାସ ଯୋଜନା ଗରିବ ନାମେ, ଲାଗଇ ତାହା ତ ଧନୀର କାମେ । ଯେଉଁ ରାଇଜେ ଗରିବ ପାଏନି ଗୋଡ଼େଇ ଗୋଡ଼େଇ ବର୍ଷ ବର୍ଷକ, ସେଇ ରାଇଜର ମୁଖିଆମନ୍ତ୍ରୀ ଶ୍ରେଷ୍ଠ...
ଚାତକ ପରି ସେ ଚାହିଁଛି ଚକୋରୀ ଜୋଛନା ପରଶ ପାଇଁ, ହଜିଲା ଅତୀତ ଖୋଜି କି ଆଣିବ ଚାନ୍ଦିନୀ ଚକୋରୀ ପାଇଁ ।
ଫି ଦିନ କେହି ଜଣେ ଏକଲା ଦେଖି କାନ୍ଦିବ ଏବେଳେ ଆଉ କା ହାତରୁ ଖସି ପଡିବ ଖାଉ ଖାଉ ଭାତ ।
ମନେ ପଡେ ଆଜି ମୋର ସେଦିନର ସେଇ ଅଭିର ସବୁଜ ରଙ୍ଗର ସେ ଅଭିର ର ସ୍ପର୍ଶରେ , ଏ ବଗିଚାର ଫୁଲରେ ଉଙ୍କି ଥିଲା କେତେ ଆଶା ର...
ଆଉ ଏଇ ଅନୁଭୂତି କୁ ସାଇତି ରଖିବା ଆବଶ୍ୟକ । କାରଣ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ କେବେ କାହାର ଗୁରୁ ହେବାକୁ ପଡେ ତ କେବେ କାହାର ଶିଷ୍ୟ...
ବହିରୁ ମୁହଁ ଉଠେଇ, ଚଷମା ଫାଙ୍କରୁ, ଥରେ ଚା କପ୍ କୁ, ପୁଣି ତାଙ୍କ ମୁହଁକୁ ଚାହିଁଲି ।
ମନେ ପଡି ଯାଏ, ପାଣି ବୋହି ଯାଏ, ଗାଆଁ ମଝି ଦାଣ୍ଡେ ନଇ ବଢି ପରି, ପିଣ୍ଡାରେ ବସି ବଡ ଭାଇ ସଙ୍ଗେ, କାଗଜର ଡଙ୍ଗା ଭସାଇ ଦିଏ ଖରସୁଆଁ...
କାର୍ ବସ୍ ଯାତ୍ରା ନିରାପଦ ଅଟେ ଦ୍ୱୀ ଚକିଆ ଗତି ଧିର ଝରକା କାନ୍ଥରୁ ଦୂରେ ଛିଡ଼ାହେବା ଅଥବା ଖଟ ଉପର
ମୋଟାମୋଟି କହିବାକୁ ଗଲେ ସଂଖ୍ୟା ଦଶ ଏକ ପୂଣ୍ଣତାର ଏବଂ ବ୍ୟାପକ ଜୀବନ ଚକ୍ରର ପ୍ରତିକ ।
ଆପଣଙ୍କ ମତାମତ