ସିଏ ଆଜିବି ବୁଝେ ଈଶ୍ୱର ହଉଚି ମଣିଷର ଏକମାତ୍ର ପ୍ରତିବାଦୀ, ପ୍ରତିଦ୍ୱନ୍ଦ୍ୱୀ । ସବୁବେଳେ ସେ ଚାହେଁ ପ୍ରତିପକ୍ଷ ଦୁର୍ବଳ ହଉ ।
ଏଟା କିଏ, କାହିଁକି ଆଣିଲ ?" ଆଗନ୍ତୁକ ଦୁଇଜଣ ଜ୍ୟୋତିଷର ପରିଚୟ ଦେଲେ ।
ମୁଣ୍ଡରେ ତା'ର ତେଲହାତ ବାଜିଛି କି ନାହିଁ ଅନ୍ଧକାରରେ ବାରି ହେଲା ନାହିଁ ସତ, ମାତ୍ର ବୁଢ଼ୀମା' ଗଳ୍ପରେ ଥିବା ଭୂତୁରିମୁଣ୍ଡୀର ମୁଣ୍ଡପରି ତାହା ଏକ ପ୍ରକାଣ୍ଡ ଆକାରର ଦେଖାଗଲା
ସତରେ କ'ଣ ଗରମ ତେଲ କାନରେ ପକାଇବ ଚନ୍ଦ୍ରା । ମୋଟେ ନୁହେଁ । ଏତେ ବୋକାମି ସେ ନିଶ୍ଚୟ କରିବ ନାହିଁ । ପୁଣି ଭାବିଲା- ତାକୁ ଭରସା...
ଯାଃ, ପାପ ଗଲା । ସେହି କଥା ତ କରିବୁ, ଏତେ କୌତୁକ କାହିଁକି ଭଲା ।
ସବୁ ସେଇ ଈଶ୍ୱରଙ୍କ ଇଚ୍ଛା, ମୁଁ ନିମିତ୍ତ ମାତ୍ର । ମୋ ଭଳି ଜଣେ ପାପିଷ୍ଠ ପୁରୁଷ ଦ୍ୱାରା ତମର ଯଦି କିଛି ଉପକାର ହୁଏ, ମୁଁ ତମ ପାଇଁ...
ମୋର ଖୁସିର ସାମ୍ରାଜ୍ୟ, ତୁମ ଠାରୁ ଆରମ୍ଭ ଆଉ ତୁମ ଠାରେ ହିଁ ଶେଷ ।
ତୁମେ ଆସିଥିଲେ ଭଲ ଲାଗିଥାନ୍ତା, ସାଥି ହୋଇ ବସିଥାନ୍ତେ ଦେହକୁ ଦେହ ଲଗାଇ ପାର୍କର କଣରେ ସେହି କୃଷ୍ଣଚୁଡା ଗଛତଳେ ସିମେଣ୍ଟ ବେଞ୍ଚରେ ।
ପ୍ରକୃତି ସୁରକ୍ଷା ଆମରି ଦାୟୀତ୍ୱ ସେଇ ମାଆ ଦଶଭୂଜା ବରଷା ଋତୁରେ ଖାଲି ଯାଗା ଦେଖି ଗଛ ପୋତି କର ପୂଜା
ମୁ ଚାହିଁ ରହିଛି ହେଲେ ତୋ ଖବର ଆସିଲା ନାହିଁ ସଞ୍ଜ ପକ୍ଷୀ ଫେରିଆସିଲେ ହେଲେ ମୋ ପାଇଁ ନିରାଶ ହୋଇ
ଆପଣଙ୍କ ମତାମତ