-: ପୂର୍ବରୁ :- ୬. ଈକାର ସ୍ଥଳେ ଇକାର ପ୍ରୟୋଗ । ୭. ଉକାର ସ୍ଥଳେ ଊକାର ପ୍ରୟୋଗ । ୮. ଊକାର ସ୍ଥଳେ ଉକାର ପ୍ରୟୋଗ । ୯....
ସତେ ଯେମିତି କୌଣସି ଏକ ଅଦୃଶ୍ୟ ଶକ୍ତି ପାଣିରେ ବୁଡ଼ିଯାଉଥିବା ବ୍ୟକ୍ତିକୁ ଯମ ଦୁଆରୁ ଫେରାଇ ଆଣିଚି । ଭଗବାନଙ୍କ ପାଖରେ ଅଜସ୍ର କୃତଜ୍ଞତା ଜଣାଇ ପାଞ୍ଚ ମିନିଟ୍ ସେଠାରେ...
ଗନ୍ଧିଦାସ ଚୋର ଡକେଇତ । ଏ କଥା ଗାଁର ପ୍ରତିଟି ମଣିଷର ହୃଦୟରେ ରକ୍ତରେ ମାଂସରେ ମିଶିଯାଇଛି । ସହଜରେ ଅଚେତନ ମଣିଷ ।
"ଆସ ରାଜା । ସଙ୍କୋଚ କାହିଁକି ।" କହି ସିଂହବାଳା ଅଚାନକେ ଅକିଞ୍ଚନକୁ ଭିଡ଼ିଆଣିଲା ଗୁମ୍ଫା ଭିତରକୁ । ତାହା ଯେ ଉଦ୍ବେଳ ପ୍ରେମଜନିତ ଭିଡ଼ା ନୁହେଁ, ଏତକ ବୁଝିବାକୁ...
ହୁଏତ ଏ ବ୍ୟାଗ୍ ତମ ପାଖରେ ଛାଡ଼ିନଥିଲେ ଆଜି ମୋତେ ଏଠି ଦେଖୁନଥାନ୍ତେ । ଏତେ ବଡ଼ ଉପକାର ବଦଳରେ ଏ ଟଙ୍କାର ମୂଲ୍ୟ କେତେକି ।
ବରଙ୍କର ପ୍ରଥମ ଦୁଇ ବିଭା ସ୍ତିରୀ ମରିଛନ୍ତି, ଏଇଟା ହେବ ତେହକି ବିଭା । ବରଙ୍କ ବୟସ ଏହି ମାଘରେ ପଞ୍ଚଷଠି ପଶିବ ।
ହଠାତ୍ ଶାଶୁ କହିଲେ- ସ୍ୱାମୀ ଓ ପରିବାରର ସହିତ ଦୀର୍ଘକାଳ ସୁଖରେ ଲୁହ ବୋଲି ଆଶୀର୍ବାଦ କରିବେ ନାହିଁ ଯୋଗୀବର । ସାଧ୍ୱୀ ହେବାର ଆଶୀର୍ବାଦ ।
ଆଉ କେତେଦିନ ? ଜାତି, ବର୍ଣ୍ଣ, ସମ୍ପ୍ରଦାୟ ଅବା ଦେଶୀ ବିଦେଶୀର ରଙ୍ଗରେ ରଞ୍ଜିତ କରି ବନ୍ଧାଯାଉଥିବ ତୁମ ବଡ଼ଦେଉଳର ଶିଖରରେ ଧର୍ମର ପତିତପାବନ ବାନା ।
ଆଶ୍ରାଘରେ ସଭିଏଁ ଅତିଥି କାହାକୁ ନ ଜଣେଇ ଫେରାର୍ ହେବା ଏକାନ୍ତ ବିସ୍ମୟ, ପରିତ୍ୟକ୍ତ ଚଟିଘର ଭଳି
ଅନ୍ନଦାତା ଭାଇ ହଳବଳ ଧରି ଲାଗିଯାଏ ତା'ର କାମେ କି ଖରା ବରଷା ଦିବା ଓ ନିଶିରେ ବୁଝି ଦେଶର ଧରମେ ।
ଆପଣଙ୍କ ମତାମତ