-: ପୂର୍ବରୁ :-
୬. ଈକାର ସ୍ଥଳେ ଇକାର ପ୍ରୟୋଗ ।
ଚାଷି
ଶରିର
ଅଶ୍ଳିଳ
ଅଧିନ
ସ୍ୱାଧିନ
ଧିର
ବିନିତ
ବଳିୟାନ
ଅସମିଚିନ
କ୍ରିଡ଼ା
ଗାଇ
ନଇ
ଚାଷୀ
ଶରୀର
ଅଶ୍ଳୀଳ
ଅଧୀନ
ସ୍ୱାଧୀନ
ଧୀର
ବିନୀତ
ବଳୀୟାନ
ଅସମୀଚୀନ
କ୍ରୀଡ଼ା
ଗାଈ
ନଈ
ଇଶ୍ୱର
ଶୈଳି
କିର୍ତ୍ତି
ଅତିଷ୍ଠ
ପରିକ୍ଷା
ଉତ୍ତିର୍ଣ୍ଣ
ନିରବ
ବ୍ୟତିତ
ମନିଷା
ମନିଷି
ଶିଘ୍ର
ଜିବନ
ଈଶ୍ୱର
ଶୈଳୀ
କୀର୍ତ୍ତି
ଅତୀଷ୍ଠ
ପରୀକ୍ଷା
ଉତ୍ତୀର୍ଣ୍ଣ
ନୀରବ
ବ୍ୟତୀତ
ମନୀଷା
ମନୀଷୀ
ଶୀଘ୍ର
ଜୀବନ
୭. ଉକାର ସ୍ଥଳେ ଊକାର ପ୍ରୟୋଗ ।
ଭୂବନେଶ୍ୱର
ପୂରାତନ
ଭୂଲ୍
ବହୂଳ
ପ୍ରଚୂର
ଭୁବନେଶ୍ୱର
ପୁରାତନ
ଭୁଲ
ବହୁଳ
ପ୍ରଚୁର
ମୂଖ୍ୟ
ପୂଣ୍ୟ
ତ୍ରିଭୂଜ
ମୂରଲୀ
ଅଦ୍ଭୂତ
ମୁଖ୍ୟ
ପୁଣ୍ୟ
ତ୍ରିଭୁଜ
ମୁରଲୀ
ଅଦ୍ଭୁତ
୮. ଊକାର ସ୍ଥଳେ ଉକାର ପ୍ରୟୋଗ ।
ରୁପା
ଉଣା
ମୁର୍ଖ
ରୁପ
ସମ୍ପୁର୍ଣ୍ଣ
ପୁଜା
ସିନ୍ଦୁର
ଉର୍ମି
ମୟୁର
ପ୍ରାଦୁର୍ଭୁତ
ଅନୁଭୁତି
ପୁର୍ବ
ପୁରଣ
ଉହ୍ୟ
ରୂପା
ଊଣା
ମୂର୍ଖ
ରୂପ
ସମ୍ପୂର୍ଣ୍ଣ
ପୂଜା
ସିନ୍ଦୂର
ଊର୍ମି
ମୟୂର
ପ୍ରାଦୁର୍ଭୂତ
ଅନୁଭୂତି
ପୂର୍ବ
ପୂରଣ
ଊହ୍ୟ
ଅକ୍ରୁର
ଅନୁକୁଳ
ମୁର୍ତ୍ତି
ମୁଷା
ଉର୍ଦ୍ଧ୍ଵ
ଗୁଢ଼
ଶୁଶ୍ର୍ରଷା
ଦ୍ୟୁତ
ଶୁଦ୍ର
ପିୟୁଷ
ନ୍ୟୁନ
କୌତୁହଳ
ଅକ୍ରୂର
ଅନୁକୂଳ
ମୂର୍ତ୍ତି
ମୂଷା
ଊର୍ଦ୍ଧ୍ଵ
ଗୂଢ଼
ଶୁଶ୍ରୂଷା
ଦ୍ୟୂତ
ଶୂଦ୍ର
ପିୟୂଷ
ନ୍ୟୂନ
କୌତୂହଳ
୯. ଋକାର ସ୍ଥଳେ ରୁ ପ୍ରୟୋଗ ।
ରୁତୁ (ରିତୁ)
ରୁଷି
ଋତୁ
ଋଷି
୧୦. ଉକାର ସ୍ଥଳେ ଋକାର ପ୍ରୟୋଗ ।
ଗୁଋ ଗୁରୁ
ତଋଣ ତରୁଣ
ଗୁଋ ଗୁରୁ
ତଋଣ ତରୁଣ
ମଋତ
ପୁଋଷ
ମରୁତ
ପୁରୁଷ
୧୧. ସ ସ୍ଥଳେ ଶ ପ୍ରୟୋଗ ।
ଶଙ୍କଟ
ଶକାସେ
ଶିତ
ସଙ୍କଟ
ସକାଶେ
ସିତ (ଶୁକ୍ଳବର୍ଣ୍ଣ)
ଶୁପ୍ତ
ପାଶୋର
ସୁପ୍ତ
ପାସୋର
୧୨. ଶ ସ୍ଥଳେ ସ ପ୍ରୟୋଗ ।
ସ୍ୱାନ
ସଶ୍ୟ
ଶ୍ୱାନ
ଶସ୍ୟ,ସସ୍ୟ
ଆସ୍ରା
ମହାସୟ
ଆଶ୍ରା
ମହାଶୟ
୧୩. ଷ ସ୍ଥଳେ ସ ପ୍ରୟୋଗ ।
ବିସୟ
ମେସ
ଭାସଣ
ବିଷୟ
ମେଷ
ଭାଷଣ
ବିଶେସ
ବିସ (ଗରଳ)
ବିଶେଷ
ବିଷ
୧୪. ଯ ସ୍ଥଳେ ଜ ପ୍ରୟୋଗ ।
ଜିବା
ସାହାଜ୍ୟ
ଜେବେ
ଯିବା
ସାହାଯ୍ୟ
ଯେବେ
ଜମୁନା
ଜଜ୍ଞ
ଜଥା
ଯମୁନା
ଯଜ୍ଞ
ଯଥା
୧୫. ତକାର ବ୍ୟତ୍ୟୟ ଭ୍ରମ ।
ଉକ୍ତଳ
ଉତ୍କଳ
ଉପ୍ତଳ
ଉତ୍ପଳ
୧୬. ଦ୍ୱିତ୍ୱ ଅଭାବ ଜନିତ ଭ୍ରମ ।
ମହତ୍ୱ
ସୁଧା
ଅଶୁଧ
ସନ୍ୟାସୀ
ଯୁଧ
ମହତ୍ତ୍ୱ
ସୁଦ୍ଧା
ଅଶୁଦ୍ଧ
ସନ୍ନ୍ୟାସୀ
ଯୁଦ୍ଧ
ଉଜ୍ୱଳ
ତତ୍ୱ
ଉତ୍ୟକ୍ତ
ତଦ୍ୱାରା
ବୌଧ
ଉଜ୍ଜ୍ୱଳ
ତତ୍ତ୍ୱ
ଉତ୍ତ୍ୟକ୍ତ
ତଦ୍ଦ୍ୱାରା
ବୌଦ୍ଧ
୧୭. (କ) ଣତ୍ୱ ବିଧିଗତ ଭ୍ରମ ।
ପୂର୍ବାହ୍ନ
ଅପରାହ୍ନ
ମଧ୍ୟାହ୍ନ
ପୂର୍ବାହ୍ଣ
ଅପରାହ୍ଣ
ମଧ୍ୟାହ୍ଣ
କ୍ଷୁନ୍ନ, କ୍ଷୂର୍ଣ୍ଣ
ବିଷନ୍ନ
କ୍ଷୁଣ୍ଣ
ବିଷଣ୍ଣ
(ଖ) ଣକାର ସ୍ଥାନରେ ନ କାର ଭ୍ରମ ।
ବରେନ୍ୟ
ଲାବନ୍ୟ
ପୁନ୍ୟ
ବରେଣ୍ୟ
ଲାବଣ୍ୟ
ପୁଣ୍ୟ
କାରୁନ୍ୟ
ଅରନ୍ୟ
କାରୁଣ୍ୟ
ଅରଣ୍ୟ
୧୮. ଷତ୍ୱ ବିଧିଗତ ଭ୍ରମ ।
ନିସେଧ
ବିସମତି
ପୁରଷ୍କାର
ନିଷେଧ
ବିଷମତି
ପୁରସ୍କାର
ବିସାଦ
ବିସମ
ହର୍ସ
ବିଷାଦ
ବିଷମ
ହର୍ଷ
୧୯. ପ୍ରତ୍ୟୟଗତ ଭ୍ରମ ।
ଉର୍ଣ୍ଣତ୍ତି
ଉନ୍ନତି
ନିଷ୍ପର୍ଣ୍ଣ
ନିଷ୍ପନ୍ନ
୨୦. ମତ୍ ପ୍ରତ୍ୟୟ ସ୍ଥଳେ ବତ୍ ପ୍ରତ୍ୟୟ ।
ବୁଦ୍ଧିବାନ୍
ବୁଦ୍ଧିମାନ୍
ମତିବାନ୍
ମତିମାନ୍
୨୧. ବତ୍ ପ୍ରତ୍ୟୟ ସ୍ଥଳେ ମତ୍ ପ୍ରତ୍ୟୟ ।
ଲକ୍ଷ୍ମୀମାନ୍
ବଳମାନ୍
ଲକ୍ଷ୍ମୀବନ୍ତ (ଲକ୍ଷ୍ମୀବାନ୍)
ବଳବାନ୍
ବେଗମାନ୍
ବେଗବାନ୍
୨୨. ଠ କାର ସ୍ଥାନରେ ଟ କାର ଭ୍ରମ ।
ଜ୍ୟେଷ୍ଟ
କନିଷ୍ଟ
ଜ୍ୟେଷ୍ଠ
କନିଷ୍ଠ
ଶ୍ରେଷ୍ଟ
ବଳିଷ୍ଟ
ଶ୍ରେଷ୍ଠ
ବଳିଷ୍ଠ
୨୩. ଟ କାର ସ୍ଥାନରେ ଠ କାର ଭ୍ରମ ।
ଅପଭ୍ରଷ୍ଠ
ନିର୍ଦ୍ଦିଷ୍ଠ
ଅପଭ୍ରଷ୍ଟ
ନିର୍ଦ୍ଦିଷ୍ଟ
ଅଭୀଷ୍ଠ
ଅବଶିଷ୍ଠ
ଅଭୀଷ୍ଟ
ଅବଶିଷ୍ଟ
୨୫. ତ କାର ସ୍ଥାନରେ ଥ କାର ଭ୍ରମ ।
ଅଭ୍ୟସ୍ଥ
ପ୍ରସ୍ଥାବ
ବିପର୍ଯ୍ୟସ୍ଥ
ଅଭ୍ୟସ୍ତ
ପ୍ରସ୍ତାବ
ବିପର୍ଯ୍ୟସ୍ତ
ବିଶ୍ୱସ୍ଥ
ଅସ୍ଥିତ୍ୱ
ଋଣଗ୍ରସ୍ଥ
ବିଶ୍ୱସ୍ତ
ଅସ୍ତିତ୍ୱ
ଋଣଗ୍ରସ୍ତ
୨୬. ରେଫ ସ୍ଥାନରେ ର ଫଳା ଭ୍ରମ ।
୨୭. ସ୍ତ୍ରୀଲିଙ୍ଗଗତ ଭ୍ରମ ।
ବିଦୁଷି
ପଦ୍ମିନି
ବିଦୁଷୀ
ପଦ୍ମିନୀ
କୁମୁଦିନି
କୁମୁଦିନୀ
୨୮. ଇନ୍ ପ୍ରତ୍ୟୟଗତ ଭ୍ରମ ।
ଅନୁଯାଇ(ୟି)
ଧନି
ଅନୁଯାୟୀ
ଧନୀ
ସ୍ଥାୟି
ଗୁଣି
ସ୍ଥାୟୀ
ଗୁଣୀ
୨୯. ଇକ ପ୍ରତ୍ୟୟଗତ ଭ୍ରମ ।
ସାମରୀକ
ସାମାଜୀକ
ସାଂସାରୀକ
ଶାରୀରୀକ
ରାଜନୈତିକ
ନାଗରୀକ
ସାମରିକ
ସାମାଜିକ
ସାଂସାରିକ
ଶାରୀରିକ
ରାଜନୀତିକ
ନାଗରିକ
ବ୍ୟବହାରୀକ
ଧନୀକ
ଗୁଣୀକ
ଭୌଗଳିକ
ଅର୍ଥନୈତିକ
ବ୍ୟବହାରିକ
ଧନିକ
ଗୁଣିକ
ଭୌଗୋଳିକ
ଆର୍ଥନୀତିକ
୩୦. ଚ୍ୱି ପ୍ରତ୍ୟୟଗତ ଭ୍ରମ ।
ଦ୍ରବିଭୂତ
ଭସ୍ମିଭୂତ
ଅଙ୍ଗିକାର
ଦ୍ରବୀଭୂତ
ଭସ୍ମୀଭୂତ
ଅଙ୍ଗୀକାର
ଦୂରିଭୂତ
ଦୂରିକରଣ
ସ୍ୱିକାର
ଦୂରୀଭୂତ
ଦୂରୀକରଣ
ସ୍ୱୀକାର
– ତା’ପରେ –