ଆଜିଯାଏ କ'ଣ କରିଛି ସିଏ ? ବାପା ଏବେ ସୁଅ ମୁହଁର ପତର ବୋଉ ଧୁମାଳ ଉଡ଼େଇ ଦେଇଥିବା ଚାଳ ଛପର ସବାରୀଏ ଲୁହ ନେଇ ଭଉଣୀ ଯାଇନି ଏଯାଏ...
ଛୁଇଁଛ କି ? ତାର ମନର ଦାଢ଼ରେ ଲାଗି ଯାଇଥିବା ମେଞ୍ଚା ମେଞ୍ଚା କଳଙ୍କ - କାଳିମାର ଦାଗକୁ !
ଏଠି ସେଠି ପାଦ ଥାପି ଚାଲି ସଳଖୁ ସଳଖୁ ପଡ଼ିଗଲା ବେଳେ ତା ହାତ ଲମ୍ବି ଆସେ ଆଉ କାହା ଆଗରୁ ।
ସୁଖ ଆସ ତମେ ଅତିକ୍ରମି ବନପଥ ଆଶା ବୈତରଣୀରେ ପୂରିଯାଏ ଶୁଷ୍କ ତଟ।
ଆପଣଙ୍କ ମତାମତ