କାଲୁ ବିହାରୀର ସ୍ୱଭାବ ଅତି ଶାନ୍ତ ଏବଂ ସରଳ । କଥାବାର୍ତ୍ତା ମଧ୍ୟ ଅତି ସୁନ୍ଦର । ମୋଟ ଉପରେ କାଲୁ ଅତ୍ୟନ୍ତ ମେଳାପୀ ।
ଶ୍ରୀରାଧା'ଙ୍କର ଛଳିଆ କୃଷ୍ଣ ପ୍ରତି ଅଗାଢ ପ୍ରେମକୁ କବିତା ରୂପରେ ବର୍ଣ୍ଣନା କରି ଶ୍ରୋତାମାନଙ୍କ ମନକୁ ମୋହିବାକୁ ଲାଗିଲେ ପ୍ରେମାନନ୍ଦ ।
ଆମର ଏ ଯାତ୍ରା ଅନ୍ଧାରରେ ଆରମ୍ଭ ହେଇ କ’ଣ ଅନ୍ଧାରରେ ଶେଷ ହେଇଯିବ . . . ??
ଆତଙ୍କର ଛାଇ ହୋଇ ଛପି ବସିଥାଏ ଅନ୍ଧାର ଭିତରେ ସୁଯୋଗ ଅପେକ୍ଷାରେ ।
ପାଟିରେ ଟିକେ ଦେ' ନିର୍ମାଲ୍ୟପାଣି, କିଏ ଜଣେ କହିଲେ କୋକେଇ ସଜାଡ଼, ଡେରି ହଉଛି ପିଲାଏ ଅଛନ୍ତି ଭୋକରେ !
ଏକ ଉଦ୍ଭ୍ରାନ୍ତ ଭାବନା ଓ ଭ୍ରାନ୍ତି, ଭ୍ରାନ୍ତିରୁ କ୍ଳାନ୍ତି....କ୍ଳାନ୍ତିରୁ ଆସକ୍ତି ଆସକ୍ତିରୁ ବିରକ୍ତି ଓ ସ୍ଵଗୋତକ୍ତି ଅଥଚ ନାହିଁ ସେଠି ଶାନ୍ତି ।
ଦୁଇ ଜଣ ପରସ୍ପରକୁ ଜାବୁଡ଼ି ଧରିଲେ, ଜଣଙ୍କ ଆଖିରେ ଗଙ୍ଗା ତ ଅନ୍ୟ ଜଣଙ୍କ ଆଖିରେ ଯମୁନା ବୋହି ଚାଲିଥିଲା ।
ଆପଣଙ୍କ ମତାମତ