ଗୁହା ଭିତରେ ସେ ଦେଖିଥିଲେ ଏକ ପ୍ରାଚୀନ ମୂର୍ତ୍ତି – ନା ମାନବ, ନା ପଶୁ – ଏକ ମିଶ୍ର ଆକୃତି, ଯାହାର ଆଖି ହଠାତ୍ ଜଳି ଉଠିଲା ।
ନିଜ ପାଇଁ ନିଜ ଇଚ୍ଛାରେ ନା ମନଖୋଲା ହସି ପାରିଲି, ନା ମୁହଁ ଲୁଚେଇ ନିଜ ପାଇଁ କଇଁ କଇଁ କାନ୍ଦି ପାରିଲି ।
ଦେଶମାତୃକାର ସୁରକ୍ଷା ପାଇଁକି ଏଠି ଯେତେ ବି ଜୀବନ ଯାଇଛି ବୀରପୁଅଟିର ବଳିଦାନ ଦେଖି ତାକୁ ଏଇ ମାଟି ମାଆ କୋଳେଇ ନେଇଛି
ସ୍ଵପ୍ନ ଦେଖିଥିଲି ଆକାଶ ଛୁଇଁବି ବୋଲି, ସଂଘର୍ଷ ମୋତେ ମାଟିକୁ ନେଇଆସିଲା....
ମେଘ ଆକାଶରେ ତୁମ ଛବି କେବେ, ଆଙ୍କିଥିଲି ମନେ ନାହିଁ ।
ବିଜନ ବେଳାର ପ୍ରତିଧ୍ୱନୀ କୁହେ କିଏ ଲାଗ ତାର … ତୁମେ ତୁମେ ତୁମେ....
ଆପଣଙ୍କ ମତାମତ