କାହା ସାଙ୍ଗରେ ପାଟିଗୋଳ ହେଲେ ଆଗ ବିଡ଼ି ଦି'ଶୋଠା ଟାଣି ମୁଣ୍ଡ ଠିକ୍ କରିଦିଏ । ଟାଣିଟାଣି ଖଣ୍ଡିଆ କରି ଫିଙ୍ଗିଦେଇ ପାଦରେ ଦଳିଦିଏ ।
ଦେଖ ମନ ଦୁଃଖ କରନା । ସେମାନେ ଆଜି ଆସିବେନି । ହଠାତ୍ କ'ଣ କାମ ପଡ଼ିଗଲା ବୋହୂର । ଏଇନେ ମୁଁ ଫୋନ୍ କରି ବୁଝିଲି ।
ସତରେ ଅହଲ୍ୟା ସେଦିନ ଭାରି ଖୁସି ହେଉଥିଲେ ରାଓ ବାବୁଙ୍କ ଅପେକ୍ଷା କାରଣ ସବୁବେଳେ ରାଓ ବାବୁ ଘରଠୁ ଦୁରରେ ରହୁଥିଲେ ତାଙ୍କ କର୍ମ ବ୍ୟସ୍ତତାକୁ ନେଇ ଆଉ ସେ...
ମୁଁ କେବଳ ଏତିକି କହିଲି , ଯେଉଁ ଦେଶରେ ପ୍ରଧାନମନ୍ତ୍ରୀଙ୍କ ବୋଉ ବି ଧାଡିରେ ଅପେକ୍ଷା କରି ନୋଟ ପରିବର୍ତ୍ତନ କରୁଛନ୍ତି, ତୁମେ ଆଉ କାହାକୁ ଭୟ କାହିଁ କରୁଛ...
ମତେ ବେଳେ ବେଳେ ଲାଗେ- 'ସତେ ଯେମିତି ଲୁହରେ ସେ ଗଢ଼ା ! ସତେ କି ଲୁହ ତା'ର ଖାଦ୍ୟ ଆଉ ଲୁହ ତା'ର ଜୀବନ !'
ଏମିତିଆ ଦି' ଚାରିଟା ମଣିଷ ଯଦି ମିଳନ୍ତେ ନା ପୃଥିବୀଟା ତ ପୁରା ସ୍ୱର୍ଗ ପାଲଟି ଯାଆନ୍ତା ! ଏଭଳି ଧର୍ମ ଧୂରନ୍ଧର ମାନେ ଆଉ କିଛି ସମୟ ରହନ୍ତେ...
ବାପା ନାହାଁନ୍ତି, ତୁ ହାଟରୁ ଜିନିଷ ନେଇ ଆସିବୁ । ତେଲ, ଲୁଣ, ଲଙ୍କା, ସୋରିଷ ସ୍କୁଲକୁ ଗଲାବେଲେ ଆଗୁଆ କିଣି ରଖିଦେବୁ । ଆସିବା ବେଳେ ମନକରି ନେଇ...
ଠିକ୍ କହିଛୁ, ମନେ ପଡ଼ିଗଲା ବୋଲି କାନ୍ଦି ପକେଇଲି । ଗୋଟିଏ ବୋଲି ପୁଅ, ନିଇତି ତାକୁ ଦେଖୁଥିଲି । ଆଉ କିଏ ମୋତେ ବୋଉ ବୋଲି ଡାକିବ ନା...
ମଦରସ୍ ଡେ ଉପଲକ୍ଷେ ତାଙ୍କ ପାଇଁ ଏତେ ଦାମୀ ଶାଢୀ, ଗୁଡାଏ ଫୁଲତୋଡା, ବଡ କେକ୍ ଯୋଗାଡ କରିବା କ'ଣ ନିହାତି ଜରୁରୀ ଥିଲା ?
ପୁଣିଥରେ ସେମିତିକା ପାଟି ସହିତ, ଦୁଲଦାଲ, ଭୁସ୍ଭାସ୍ ଶବ୍ଦ ଶୁଣି ସୁଦାମବାବୁ ଡ୍ରଇଂରୁମ୍କୁ ଚାଲି ଆସିଲେ ।
ଆପଣଙ୍କ ମତାମତ