ତାହାର ଆଖି ଦୁଇଟା ଫାଟି ପାଣି ହୋଇଗଲା ଏବଂ ସନ୍ଧ୍ୟାର ସେହି ଅସ୍ପଷ୍ଟ ଆଲୋକରେ ତାହାର ରାଜା ପ୍ରେମାନନ୍ଦଙ୍କ ନୟନରୁ ମଧ୍ୟ ଦୁଇଟୋପା ଲୁହ ବିଛଣାରେ ଗଡ଼ିପଡ଼ିଲା ।
ତମେ ଜାଣିଛ ମା' ବଇଶାଖୀର ପଥର ପରି ଫଟାମାଟି କାଟି ଚଷାପୁଅ କେମିତି ହଳକରି ବିହନ ବୁଣେ । ବର୍ଷାର ମେଘ ଘଡ଼ଘଡ଼ି ଅନ୍ଧାରରେ କେମିତି ରୁଆ ବେଉଷଣ କରେ...
ଗାଁର ପାଞ୍ଚ ମାଇପେ କହନ୍ତି, "ମାଳତୀର ଚାଲିଟି କେଡ଼େ ସୁନ୍ଦର !"
ଅନ୍ୟମାନେ ଏହି କାନ୍ଦଣାକୁ ବାରବାର ଆକଟ କରିବାରୁ ସେ ଏବେ କେହି ନ ଶୁଣି ପାରିଲା ପରି କାନ୍ଦେ ।
ପିଲାଦିନୁ ତମେ ନିଜକୁ ଉଇ ହୁଙ୍କା କରିନଥିଲେ ମୁ କି ଆଜି ହିମାଳୟ ହୋଇ ପାରିଥାନ୍ତି ଭାଇ ? ତମେ ଏହି ହିମାଳୟ ଟି ଗଢିବା ପାଇଁ କମ ତ୍ୟାଗ...
ବୋଧହୁଏ ସେମାନେ ସ୍ୱାମୀ ସ୍ତ୍ରୀ ଥିଲେ । ସ୍ତ୍ରୀ ଲୋକଟି ଏମିତି ଠାଣିରେ ତା ସ୍ୱାମୀକୁ ଡାକୁଥିଲା ସତେ ଯେମିତି ସେ ଟ୍ରେନ୍ ତାକୁ ଦେଖି ଡରିକି ଠିଆ ହୋଇଯିବ...
ଧରମା ମୁଣ୍ଡିଟିକୁ ଆକାର ଦେବା ପଶ୍ଚାତ୍ ମୋ ଗର୍ଭେ ଲମ୍ଫ ଦେଇଥିଲା ହେଲେ ତୁ ତ କର୍ମହୀନ ଆସିଗଲୁ । ଏତିକି କହି ସାଗର କଲମଟିକୁ ପୁନଶ୍ଚ ତଟବର୍ତ୍ତୀ କବିଙ୍କ...
ଭାବନ୍ତି ଯେଉଁ ମଣିଷ ଦେଶ ପାଇଁ ନିସ୍ୱାର୍ଥପର ସେବା କରୁ କରୁ ଜୀବନ ଦେଇ ଦେଲା ତା' ପାଇଁ କ'ଣ ତା' ନିଜ ସ୍ତ୍ରୀ ଏତେ ସ୍ୱାର୍ଥପରତା କରିପାରିବ ।
ସୁଲଗ୍ନା ନିଜ ସ୍ୱାମୀର ଫେରିବା ବାଟକୁ ଅପେକ୍ଷାକରି ଭାବୁଥିଲା, ଆଜି ଆସିଲା ବେଳେ କେଉଁଟି ମଦ ନିଶାରେ ଗାଡ଼ି ପିଟି ମରିଯାନ୍ତେ କି, ମୁଁ ମୋ ମନର ମଣିଷ ସହ...
ମହାଭାଗ କନ୍ୟା ଆପଣଙ୍କର ବିଷ ଲଗ୍ନରେ ଜାତ ବିଷକନ୍ୟା ଅଟେ
ଆପଣଙ୍କ ମତାମତ