ମୁଁ ସେମାନଙ୍କର ସଙ୍ଗୀତ ଶୁଣିବାକୁ ଚାହେଁ । ସେମାନେ ଦୂରଦୂରାନ୍ତରରୁ ଆସିଛନ୍ତି ମୋ ପରିବାରର ମୃତ୍ୟୁ ସଙ୍ଗୀତ ଗାନ କରିବାକୁ । କି ସୁନ୍ଦର !
ବିଜ୍ଞାପନ ଆସିଲେ ବି ମନ ଲଗାଇ ଦେଖୁଁ । ଆଶ୍ଚର୍ଯ୍ୟ ଲାଗେ ଛୋଟ ଗୋଟିଏ ବକ୍ସ ଭିତରେ ଏତେ ଲୋକ କେମିତି ଯା ଆସ ହୁଅନ୍ତି ।
ମୁଁ ହାରିଗଲି ଲୋ ମା... ତୋତେ ଠିକ୍ ରାସ୍ତାରେ ଚାଲିବା ପାଇଁ ମୁଁ ଦେଇଥିବା ସବୁ ନୀତି ଉପଦେଶ ତୋତେ କିନ୍ତୁ ତୋ ଜୀବନରେ କାମରେ ଲଗାଇବା ପାଇଁ କମ୍...
ନା- ମଣିଷ ନିଜେ ହିଁ ନିଜ ଭାଗ୍ୟ ବଦଳାଇପାରେ, କିମ୍ୱା ପାରେ ଦିବ୍ୟକୃପା ।
ଫେସ୍ବୁକ୍ ପ୍ରଭାବରେ ବାୟାଣୀ ହେଇ ମୋବାଇଲ୍ ଫୋନ୍ରେ ଲୋଟୁଥିବା, ସଂସ୍କାରହୀନା ସ୍ୱୈରାଚାରିଣୀ, ପାଗଳିନୀ ମୁଁ. . . ସୁସ୍ଥ ସମାଜ ପାଇଁ ଅଭିଶାପ ମୁଁ ।
ଗୋପାଳ ବାବୁ ଚାଣକ୍ୟରେ ପଢ଼ିଥିଲେ, "ଘର ଛିଦ୍ର କଥା ଦାଣ୍ଡରେ ପକାଇବ ନାହିଁ ।"
ମମିଙ୍କ କଥା ଶୁଣି ଜାହ୍ନବୀର ମୁହଁ ଶୁଖିଗଲା ।
ପୁଅ ଖାଲି ବ୍ୟବସାୟରେ ଆର୍ଥିକ ଦୁର୍ଗତିକୁ ଟାଣି ଆଣି ନ ଥିଲା କୁସଙ୍ଗରେ ପଡ଼ି ନାନା ନିଶା ଓ ମାଦକ ଦ୍ରବ୍ୟ ସେବନରେ ପୁରାପୁରି ଅଭ୍ୟସ୍ତ ହୋଇ ଯାଇଥିଲା ।
ମୁଁ କବି ମୋର ପ୍ରାଚୁର୍ଯ୍ୟର ପ୍ରୟୋଜନ ନାହିଁ । ମୋତେ କେବଳ ଭଲ କବିତା ଲେଖିବାକୁ ପ୍ରେରଣା ଦିଅନ୍ତୁ ।
ସାମନ୍ତମାନେ ଲୁଗା ଖୋଷଣି ଖସିଯିବ ବୋଲି ଅଣ୍ଟାରେ ଗୋଟିଏ ଗୋଟିଏ ଗିନି ମାରି ବୁଲୁଥିଲେ ଏବଂ ରାସ୍ତାରେ କେହି ଲୋକ କିଛି ମାଗିଲେ, ଭ୍ରୁକ୍ଷେପ ନ କରି ତାହା ତାକୁ...
ଆପଣଙ୍କ ମତାମତ