ଯଦି ସେ ଦେଲାବେଳେ ନିଜର ଥିଲା ତ ନେଲାବେଳେ ନିଜର କାହିଁକି ନୁହଁ ବୋଉ ।
ମରିବା ଆଗରୁ ଯାହା କହୁଛି ତାକୁ ନିଶ୍ଚୟ ପାଳନ କରିବୁ ।
ଜ୍ୟୋତିଷ ବିଦାୟ ଗ୍ରହଣ କଲେ, ପୁନର୍ବାର ଆଖି ବନ୍ଧାଗଲା, ପୂର୍ବକଥିତ ଦସ୍ୟୁ ଦୁଇ ଜଣ ବାଟରେ ଛାଡ଼ି ଦେଇଗଲେ ।
ମୁଁ କିନ୍ତୁ ସାରୁ ପରିବା । ଲୋକଙ୍କ ସାଙ୍ଗରେ ମିଶିଲେ ମୋତେ ବହୁତ ଆନନ୍ଦ ମିଳେ ।
ଶରୀରମାଦ୍ୟ ଖଳୁ ଧର୍ମ ସାଧନମ୍ । ଆଗେ ଖାଇ ପିଇ ସୁସ୍ଥ ହେଲେ ସିନା ଆଉ ଯାହା କରିବା ।
ଯେତେବେଳେ ଝିଅ ଶାଶୁଘର ଚାଲିଯାଏ ଆଉ ପୁଅ ବୋହୂ ବୁଦ୍ଧିରେ ପରିଚାଳିତ ହୁଏ ।
ବାବା ଜାଣିଥିଲେ ମାମା କେତେ ଭଲ ପାଏ ତା ଗଛ ସବୁକୁ, ସେଥିପାଇଁ ସେ ଚମ୍ପଟ ମାରିଥିଲେ ବାହାରକୁ, ଆଉ ମତେ କହି ଯାଇଥିଲେ ମାମା ତତେ କିଛି କହିଲେ...
- ତମକୁ ବନ୍ଧ୍ୟାତ୍ୱ, ଲଜ୍ଜା ଓ ଅପମାନରୁ ମୁକ୍ତ କରିବା ପାଇଁ ଆଜି ମୁଁ. . . ।
ସିଏ ଆଜିବି ବୁଝେ ଈଶ୍ୱର ହଉଚି ମଣିଷର ଏକମାତ୍ର ପ୍ରତିବାଦୀ, ପ୍ରତିଦ୍ୱନ୍ଦ୍ୱୀ । ସବୁବେଳେ ସେ ଚାହେଁ ପ୍ରତିପକ୍ଷ ଦୁର୍ବଳ ହଉ ।
ଏଟା କିଏ, କାହିଁକି ଆଣିଲ ?" ଆଗନ୍ତୁକ ଦୁଇଜଣ ଜ୍ୟୋତିଷର ପରିଚୟ ଦେଲେ ।
ଆପଣଙ୍କ ମତାମତ