କିନ୍ତୁ ପର ମୁହୂର୍ତ୍ତରେ ତା'ର ଭୟ ହୋଇଛି, ଯଦି ମେଡ଼ିକାଲ୍ ଟେଷ୍ଟରୁ ଜଣାପଡ଼ିଯାଏ ଯେ, ସେ ସନ୍ତାନର ଜନକ ହେବା ପାଇଁ ଅସମର୍ଥ, ତାହାହେଲେ ନିଜର ପୋଡ଼ାମୁହଁ ଲୁଚାଇବା ଲାଗି...
କିଛି ନାହିଁ ତ ନ ଥାଉ । ଯାହା ଦେଲ ମତେ ଲକ୍ଷେ ଟଙ୍କା ।
ହଇରେ ଗଣି, ମୁଁ ତ ବୃନ୍ଦାବନ ଯାଇଥିଲି । ସତ, ଗୋପପୁରଟା ତ ଏତେ ବଡ଼ ନୁହେଁ । ପୂତନା ମଡ଼ାଟା ଉଣେଇଶ ଯୋଜନ ମାଡ଼ି ଗୋପପୁରରେ କିମିତି ପଡ଼ିଲା...
ଛୋଟ କୁକୁରଟି ବିଚରା ଏ ବିକଟାଳ ଶବ୍ଦ ଶୁଣି ସନ୍ତ୍ରାସିତ ହୋଇପଡ଼ିଲା । ଡରି ମରି ଧଡ୍ପଡ୍ ହୋଇ ଉଠି ଠିଆ ହେଲା ।
ତା' ଛଡ଼ା ମୁଁ ବୁଝିପାରୁ ନଥିଲି କ୍ଷୀରୁଆ ଏ ନିରାଶ୍ରୟୀ ସହିତ କାହିଁକି ଲାଗୁଥିଲା ? କ'ଣ ଇଜ୍ଜତ ନା ଟଙ୍କା ଲୁଟ ପାଇଁ ?
କାଳୁବାବୁ ଅଙ୍କଲ୍ କ'ଣ ଆତ୍ମନିର୍ଭରଶୀଳ ସୁପୁରୁଷ ନୁହଁନ୍ତି । ଅସୁବିଧା ଭିତରେ ତାଙ୍କର ବୟସ ଟିକିଏ ବେଶି ହୋଇଯାଇଛି । ତୋର ବି କେଉଁ ବୟସ ବସିରହିଛି !
ପର୍ବତପ୍ରମାଣ ସୁନାଠୁ ସହସ୍ର ଗୁଣ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ । ଯାହା ଦେଖିଲି, ତାହା ହେଲା ଆପଣଙ୍କ ଅଶ୍ରୁ । ସେ ଅଶୁଭ ବ୍ୟାଖ୍ୟା ଦିଅନ୍ତୁ- ନ ହେଲେ ମୁଁ କମ୍ୱଳ...
ଶୁଭ ଭାଇ.. ! ବିଳପି ଉଠିଲା ମୁକ୍ତା । ଏମିତି ଅଶୁଭ କଥା ତୁଣ୍ଡରେ ଧରି ମୋତେ ଆଘାତ ଦେବାକୁ ଚାହୁଛ ନା ?
ପ୍ରଶାନ୍ତ ସବୁବେଳେ ଡାକ ଡବାଟିକୁ ହାତମାରିଥାଆନ୍ତି କାଳେ ଆଉକିଛି ଚିଠିଆସିଥିବ । ମେହେକର ଛୁଆ ଦୁଇଜଣ କିଛି ବଡ ହୋଇଗଲେଣି।
ଚିତ୍କାର କରି ଉଠିଲେ ସତ୍ୟପ୍ରିୟ । ପାଖ ଚାମ୍ବରରୁ ଉଠି ଆସିଲେ ଅନ୍ୟମାନେ । ଚମକି ପଡିଲେ ସତ୍ୟପ୍ରିୟ ।
ଆପଣଙ୍କ ମତାମତ