ତୋ ଭଲି ଲମ୍ପଟଟାଏ ଯେତେବେଳେ ନଶ୍ୱର ଶରୀର, ଭାସ୍ୱର ଆତ୍ମା ଭଳି ଟପିକ୍ ଉପରେ ଭାଷଣ ଦିଏ, ମନେ ହୁଏ ବିରାଡ଼ି ବୈଷ୍ଣବ ଉପାଧିଟା ତୋ ପାଇଁ ହିଁ ଉପଯୁକ୍ତ...
ତଥାପି ତାଙ୍କର ଆଶା ଥିଲା, ତା' ପ୍ରତି ତାଙ୍କ ପିତୃ ହୃଦୟରେ ସଞ୍ଚିତ ଥିବା ସ୍ନେହ, ଶ୍ରଦ୍ଧା, ଶୁଭକାମନା କଥା ମନରେ ହେଜି ଅଜୟ ଘରକୁ ଫେରିଆସିବ ।
ତାଙ୍କର ଦୁର୍ଭାଗ୍ୟ ଓ ଦୁର୍ଭୋଗ ପାଇଁ ସମସ୍ତେ ତାଙ୍କୁ ଦାୟୀ କରୁଥିବା ସମୟରେ ଏକମାତ୍ର ଦମୟନ୍ତୀ ହିଁ ତାଙ୍କ ଉପରେ ବିଶ୍ୱାସ ଦୃଢ଼ ରଖିଥିଲେ ।
ଉଠ, ଦି'ଟା ଫୁଲ ତୋଳି ଆଣ । ଆଉ ଟିକିଏ ଡେରି ହେଲେ ଗଛ ସବୁ ଲଣ୍ଡା ହେଇଯାଇଥିବେ । କଢ଼ିଟିଏ ବି ମିଳିବନି ।
ଖାଲି ହାତ ନୁହେଁ ଏବେ ଏବେ ଗୋଡ ଆଉ ଦେହକୁ ବି ଦେଖିଲା, ତା'ର ପୁରା ଦେହ ଥରୁ ଥିଲା । ଖରାଦିନେ କୁକୁର ନାଳ ପାଣିରେ ଶୋଇ ଜିଭ...
ଯେଉଁ ଛୁଆଁର ସ୍ପର୍ଶ ପାଇବା ପରେ ମୋ ପ୍ରେମିକା ଶିହିରି ଉଠୁଥିଲା । ନା, ନା ତୁମେ ଏମିତି କରନା । ତୁମେ ନା ଭାରି ଦୁଷ୍ଟ ହୋଇଗଲଣି ।...
ମୋର ଚାରୋଟି ଛୁଆ ହେଲେ ମୋ ସ୍ୱାମି କୋଳାହଳ ଜମା ସହିପାରନ୍ତିନି ତେଣୁ ସବୁ ଛୁଆ ମୋର ବୋର୍ଡିଙ୍ଗରେ ପାଠ ପଢିଲେ ଆଉ ବାପାଙ୍କ ଏତାଦୃଶ ପ୍ରକୃତି ଦେଖି ଆଉ...
ଶେଷରେ ତମେମାନେ ଆମ ଭାଷାଟାକୁ ବି ଛାଡିଲନି । ଯଦି ବା କଲ ଲଘୁ ଭାଷା କରିଥାନ୍ତ, ସିଧାସଳଖ ଶାସ୍ତ୍ରୀୟ ଭାଷା କରି ଦେଲ ? କିଏ ଏଇନା ତାକୁ...
ଏଇ ଦେଖ ! ଘୁଗୁନି ବେପାରର ମୂଳଦୁଆ ପକେଇଥିବା ଷଡ଼ାନନରେ କିନ୍ତୁ ନାହାନ୍ତି ହେଲେ ଘୁଗୁନି ବେପାର ଅଛି ।
କି ରୋଗର ପୋକ ଏମାନେ ଧରି ବୁଲୁଛନ୍ତି ଯେ ୟା'କୁ କାମୁଡ଼ି ମଶା ଆମକୁ କାମୁଡୁଛି । ରୋଗ ଡିଆଁଉଛି । ଆମ ଗାଁର କେତେ ନା କେତେ ଛୁଆ...
ଆପଣଙ୍କ ମତାମତ