ଆମର ଦି'ଟା ସିଙ୍ଗଲ ବେଡ୍ସିଟ୍ ସିନା ଆଣିଥାନ୍ତୁ ଏଡ଼େଟାଏ କ'ଣ ଦରକାର ଏଠି ?
ଦେଖନ୍ତୁ, ସଂସାରମୟ ରସାତଳଗାମୀ ହେଲେ, ସେଥି ମଧ୍ୟରୁ ଯେ କେତେଜଣ ସ୍ୱର୍ଗଗାମୀ ହେବାକୁ ଚେଷ୍ଟା କରୁଛନ୍ତି
ମୋ ସାଙ୍ଗରେ ଯେଉଁମାନେ ଦୋକାନ କରିଥିଲେ ସେମାନେ ଆଜି ଲକ୍ଷପତି । ମୁଁ ସେଇ ଦଧିଆ । ବରା ପିଆଜି ଧରି ବଇଚି । ଲୋକଙ୍କର ମୋ ପ୍ରତି ସମ୍ମାନ...
ଦେଖାଗଲା ଗାଁ ଗାଁ କୀର୍ତ୍ତନ କଲାବେଳେ ଅଇଁଠାରେ ହାତ ଥାଏ କରତାଳରେ ବନ୍ଦ, ଆଉ ଆଖି ଥାଏ ଆଖପାଖର ଗାଈ ଗୋରୁଙ୍କ ଉପରେ
ମୁଁ ତାଙ୍କୁ ବାରବାର ତେତିକିବେଳେ କହିଥିଲି- ପରପୁଅ ଗୁଞ୍ଜାରୁଅ ସେ ବଳେଇରେ ପଶ ନା । ଶୁଣିଲେ ନାହିଁ, ଏବେ ଭୋଗ ।
ଢାଉଁ ଢାଉଁ ବାଜଇ ଢୋଲ, ବାହାରେ ଚିକ୍କଣ ଭିତରେ ପୋଲ । ନିଜର ଅତ୍ୟଧିକ ସରଳତାକୁ ହିଁ ଦାୟୀ କରି ବାଡ଼େଇ କଚାଡ଼ି ହେଉଥାନ୍ତି । ମଝି ଦରିଆରେ ଭସେଇ...
ତୋ ଭଲି ଲମ୍ପଟଟାଏ ଯେତେବେଳେ ନଶ୍ୱର ଶରୀର, ଭାସ୍ୱର ଆତ୍ମା ଭଳି ଟପିକ୍ ଉପରେ ଭାଷଣ ଦିଏ, ମନେ ହୁଏ ବିରାଡ଼ି ବୈଷ୍ଣବ ଉପାଧିଟା ତୋ ପାଇଁ ହିଁ ଉପଯୁକ୍ତ...
ତଥାପି ତାଙ୍କର ଆଶା ଥିଲା, ତା' ପ୍ରତି ତାଙ୍କ ପିତୃ ହୃଦୟରେ ସଞ୍ଚିତ ଥିବା ସ୍ନେହ, ଶ୍ରଦ୍ଧା, ଶୁଭକାମନା କଥା ମନରେ ହେଜି ଅଜୟ ଘରକୁ ଫେରିଆସିବ ।
ତାଙ୍କର ଦୁର୍ଭାଗ୍ୟ ଓ ଦୁର୍ଭୋଗ ପାଇଁ ସମସ୍ତେ ତାଙ୍କୁ ଦାୟୀ କରୁଥିବା ସମୟରେ ଏକମାତ୍ର ଦମୟନ୍ତୀ ହିଁ ତାଙ୍କ ଉପରେ ବିଶ୍ୱାସ ଦୃଢ଼ ରଖିଥିଲେ ।
ଉଠ, ଦି'ଟା ଫୁଲ ତୋଳି ଆଣ । ଆଉ ଟିକିଏ ଡେରି ହେଲେ ଗଛ ସବୁ ଲଣ୍ଡା ହେଇଯାଇଥିବେ । କଢ଼ିଟିଏ ବି ମିଳିବନି ।
ଆପଣଙ୍କ ମତାମତ