ମୁଁ ଆଞ୍ଚଲ୍ କବି , କରଣ ସାହି,ପୁରୁଣା ବଜାର, କେନ୍ଦୁଝର , ୭୫୮୦୦୧, ଜଣେ ଗୃହିଣୀ । ପାଞ୍ଚ ,ଛଅ ବର୍ଷ ହେବ ମୁଁ ଲେଖାଲେଖି କରୁଛି । ମୋର ପ୍ରିୟ କବି ହେଉଛନ୍ତି ଗୋଦାବରିଶ ମିଶ୍ର । ମୋ ମା' ଙ୍କ ପାଖରୁ ମୁଁ ଲେଖିବାର ପ୍ରେରଣା ପାଇଛି । ସେ ମଧ୍ୟ ଲେଖିବାକୁ ଭଲ ପାଆନ୍ତି । ଭବିଷ୍ୟତ ରେ ମୁଁ ମାନବୀୟ ମୁଲ୍ୟବୋଧ ଓ ପ୍ରକୃତିର ସୌନ୍ଦର୍ଯ୍ୟ କୁ ନେଇ ଲେଖିବାକୁ ଆଗ୍ରହୀ । ମୋ ମତରେ ସାହିତ୍ୟ ସମାଜର ଦର୍ପଣ ।
ତୁମେ ବୁଝିଯାଆନ୍ତ କି, ଆଖିରେ ଆଖିଏ ସ୍ବପ୍ନ ର ମାନେ ମୋ ହାତରେ ତୁମ ନାଁ ଚି଼ହ୍ନ ର ମାନେ ।
ନିଶବ୍ଦ ସ୍ଥାନ ଆଉ ମୋ ହୃଦୟ ସ୍ପନ୍ଦନ କେତେ କଣ କହି ଯାଏ ଏଇ ଚୁପି ଏ ତମ ସ୍ୱର ନା ଅଜଣା ପ୍ରତିଧ୍ଵନି ,
କୋଇଲି ସାଥିରେ ବସି ଗୀତ ଗାଉଥାଏ ମୟୂରୀ ସାଥିରେ ଥାଇ ନାଚି ବୁଲୁଥାଏ
ଆପଣଙ୍କ ମତାମତ