ପ୍ରତିକ୍ଷିତ ସେଇ ମୂହୁର୍ତ୍ତ ଗୁଡିକ ଲାଗେ ଆଜି ନୂଆ ନୂଆ ବଡ଼ ଅମାନିଆ ହୃଦୟ ଏ ମୋର ଖୋଜେ ତୁମ ପ୍ରୀତି ଛୁଆଁ ।
ପ୍ରଶ୍ନଟିର ସମାଧାନ କରିବାର ଚେଷ୍ଟାରେ ଆଜିବି ବିଫଳ ଚେଷ୍ଟାବି କରି ଥକିଯାଇଛି କାବ୍ୟଟିର ସରଳାର୍ଥ ଲେଖିବାରେ ପାଷାଣର ଜୀବନ୍ୟାସ ପ୍ରତୀକ୍ଷାରେ
ଭାବୁଥିଲି ତୁମ ଫଟୋ ସହ ଦୁଇପଦ କଥା ହେବାକୁ କିଛି ମୁହୂର୍ତ୍ତ ପାଇଁ ହେଉପଛେ ଆଜି ଯେପରି ମୁଁ ଚୁପ ରହିଯାଏ
ଇନ୍ଦ୍ର ରାଇଜର ପାରିଜାତ ତୁମେ ଭାବନା ରାଇମଜ ଉଭା ଘୋର ଅରଣୟର ନିର୍ଝରିଣୀ ତୁମେ ଗୋଧୂଳି ସଞ୍ଚର ଶୋଭା
ମୁଁ ଯଦି କେବେ ମନେ ପଡ଼େ, ତୁମ ଶରୀରକୁ ସ୍ପର୍ଶକରି ବହିଯାଉଥିବା ପବନର ଲହରୀକୁ ହାତ ମେଲାଇ ଛୁଇଁବାକୁ ଚେଷ୍ଟା କରିବ ମିଳିଯିବି ମୁଁ ତୁମକୁ, ଶୀତଳ ସମିରର ବାସ୍ନାରେ...
ବର୍ଷା ମୂର୍ଚ୍ଛନାରେ ଶୁଭେ ତୁମ ନାମ ସ୍ପନ୍ଦନ ବଢ଼ାଇ ଦିଏ । ବର୍ଷା ଚାଲିଗଲେ ଶାନ୍ତ ପଡିଗଲେ ମନ ଖାଲି ଝୁରିହୁଏ ।।
ଆପଣଙ୍କ ମତାମତ