ଲଷ୍ମୀଧର ସାହୁ

ଲଷ୍ମୀଧର ସାହୁ

ଠିକଣା - ପଲେଇ, ପଲେଇ ଡେରାକୁଣ୍ଡି, କେନ୍ଦ୍ରାପଡ଼ା । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ,କେନ୍ଦ୍ରାପଡ଼ା । ବିଜ୍ଞାନ ଛାତ୍ର ହେଲେ ମଧ୍ୟ ସାହିତ୍ୟ ପାଇଁ ରୁଚି ରଖେ । କରୋନା କାଳରେ ଗପ ପଢ଼ିବା ଆରମ୍ଭ କରଥିଲି । ପରେ ପଢାରୁ କେତେବେଳେ ଲେଖା ପାଇଁ ରୁଚି ବଳିଲା ନିଜେ ମଧ୍ୟ ଜାଣିନି । ଲେଖିବାକୁ ଇଚ୍ଛା ଅନେକ, ଖାଲି କଲମ ଆଉ ମନର ମେଳ ରହିଲେ ହେଲା । ମୁଁ ପଢିଥିବା ପ୍ରଥମ ଉପନ୍ୟାସ “ବର୍ଷା, ବସନ୍ତ, ବୈଶାଖ” ମୋତେ ଦେଇଥିଲା ପ୍ରେରଣା, ସେଇ ପ୍ରେରଣାରେ ଇନ୍ଧନ ଦେଲେ ପରେ ପରେ ଚନ୍ଦ୍ରାଲୋକର ପ୍ରହରୀ, ଟମ୍ କକା ଙ୍କ କୁଟିର, କଥା ପତ୍ରିକାରେ ନିୟମିତ ପ୍ରକାଶିତ ଗଳ୍ପ ଗୁଡା । ଆହୁରି ଅନେକ ପଢିବାକୁ ଇଚ୍ଛା ଆଉ ଲେଖିବାକୁ ମଧ୍ୟ ।

Posts By ଲଷ୍ମୀଧର ସାହୁ

To Top