ଲିଜା ପଣ୍ଡା

ଲିଜା ପଣ୍ଡା

ଠିକଣା - ଜିଲ୍ଲା - କେନ୍ଦ୍ରାପଡ଼ା, ଗ୍ରାମ - ତରାଣ୍ଡୋ, ପଞ୍ଚାୟତ - ବାରୁଅ, ବ୍ଲକ - କେନ୍ଦ୍ରାପଡ଼ା , ପିନ କୋଡ -୭୫୪୨୫୧ । ଶିକ୍ଷାଗତ ଯୋଗ୍ୟତା - ସ୍ନାତକୋତ୍ତର ଡିଗ୍ରୀ ସହ ହିନ୍ଦୀ ପ୍ରଥମ ବର୍ଷ ବିଏଡ୍ ( ଚାଲୁ ଅଛି) । ପିଲାଦିନୁ କବିତା ଲେଖିବା ପ୍ରତି ଆଗ୍ରହ ଥିଲା । ଷଷ୍ଠ ଶ୍ରେଣୀ ରୁ ପ୍ରଥମ କବିତା ଲେଖିବା ଆରମ୍ଭ କରି ବର୍ତ୍ତମାନ ସମୟ ରେ ଗଦ୍ୟ ସାହିତ୍ୟର ବିଭିନ୍ନ ବିଧା ଉପରେ ମୋର ଲେଖନୀ କାର୍ଯ୍ୟ ନିରନ୍ତର ରୂପେ ଚାଲୁ ଅଛି । ସେମିତି କୌଣସି ଗୋଟିଏ ବିଷୟ ବସ୍ତୁକୁ ଧାର୍ଯ୍ୟ କରି ସାହିତ୍ୟ ରଚନା କରିବାକୁ ମୁଁ ପସନ୍ଦ କରେ ନାହିଁ ମାତ୍ର ସାମାଜିକ, ପାରିବାରିକ, ସାଂସ୍କୃତିକ, ଧାର୍ମିକ ବିଷୟ ବସ୍ତୁ ତଥା ସାଂପ୍ରତିକ ସମାଜ ର ଅବସ୍ଥିତି, ପ୍ରକୃତି ଗତ ଅବଧାରଣା, ଭାରତ ବର୍ଷ ତଥା ଓଡ଼ିଶା ପ୍ରଦେଶ ଐତିହ୍ୟ, ସଂସ୍କୃତି ଗୌରବର ବର୍ଣ୍ଣନ, ମାଳିକା ବଚନ ଓ ଆଧୁନିକ ମଣିଷ ର ମନୋଦଶା, ଭାବନା, ସଂବେଦନା, ଏବଂ ପୂର୍ବ ପରିବେଶର କିଛି ନିଆରା ମୁହୂର୍ତ୍ତର ଚର୍ଚ୍ଚା , ତନ୍ତ୍ର ମନ୍ତ୍ର ଜଡ଼ିତ କିଛି କାଳ୍ପନିକ ବିଷୟବସ୍ତୁ ଉପରେ ମୁଁ ଲେଖନୀ ଚାଳନା କରିବାକୁ ପସନ୍ଦ କରେ ।

Posts By ଲିଜା ପଣ୍ଡା

To Top