ସମ୍ପର୍କକୁ ସିଡିକରି ଚଢୁ ଲୋଭ ଲାଭର ସୁଉଚ୍ଚ ପ୍ରାସାଦ ଜିବ ଗଲାବେଳେ କାହିଁ ମୋକ୍ଷ ଲୋଡୁ ଢୋକି କଣେ ମହାପ୍ରସାଦ? ଦେହ ପାଲିଙ୍କିର ଏ ମେଲଣ ପରେ ବଦଳିବ ତୋ...
ପ୍ରେମ କି ଖାଲି ଇନ୍ଦ୍ରିୟ ସମ୍ମୋହନର ଅଭିଳଷିତ ବର୍ଣାଢ୍ୟ ନିର୍ଘଣ୍ଟ?
ମରି ଯାଉଛି ପ୍ରେମ, ଆତ୍ମୀୟତା, ବନ୍ଧୁତ୍ବ, ସୌହାର୍ଦ୍ଦ୍ୟର ସ୍ନେହାବୀଳ ଶବ୍ଦ ଆଧୁନିକତାର ବିଶାଳ ଦୁର୍ଗରେ, ସମାଧିସ୍ଥ ହୁଏ ସମ୍ପର୍କର ଅବ୍ଦ ।
ୟା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ଯୈ ନମସ୍ତସ୍ଯୈ ନମସ୍ତସ୍ଯୈ ନମୋ ନମଃ।
ସୂକ୍ଷ୍ମ ଅନୁଧ୍ଯାନ କଲେ ଜଣାଯାଏ ଆମ ଅଜାଣତରେ ମଧ୍ଯ ଆଜିର ଏହି ଅପଭ୍ରଂଶ ପରମ୍ପରାଗତ ଦୀପାବଳୀ ଉଜ୍ଜୀବିତ କରି ରଖିପାରିଛି ମାନବତ୍ବର ଅନେକ ମୂଲ୍ଯବୋଧକୁ।
ଅବଚେତନରୁ ଚେତନାର ସୂକ୍ଷ୍ମ ବିକାଶ ଚଣ୍ଡାଶୋକରୁ ଧର୍ମାଶୋକ ଅବା ପାଶବିକ ପ୍ରବୃତ୍ତିରେ ମତୁଆଲା କ୍ଷମତାସୀନ ହୋଇ ଶୋଷଣର ଜୟଗାନ । (୪)
ସତେ ଅବା ଜେଜେଙ୍କ ନିର୍ଦ୍ଦେଶରେ ମାଙ୍କଡ଼ ଟି ଶୁଭମ୍ ର ବାଟ ଚାହିଁ ବସି ରହିଛି ଆଉ ଏକ ଅପରାହ୍ନକୁ
ସମୟର ସୁଅ ପରି ସକାଳରୁ ହୁଏ ମଧ୍ୟାହ୍ନ, ସତେ ଅବା ଯୌବନର ଉଦ୍ଦାମତା, ଅସାଧ୍ୟକୁ ସାଧନ କରିବାର ପରିପୂର୍ଣ୍ଣ ଆତ୍ମବିଶ୍ୱାସ ।
ଆପଣଙ୍କ ମତାମତ