ଭରା ଆଜି ନଈ ନାଳ ଖରସୁଆ ଝରଣା ମନରେ ହସ, ପିଲା ଖୁସି ମନେ ନାଚନ୍ତି ବର୍ଷାରେ ମନ ଯେ କେତେ ଉଲ୍ଲାସ ।
ଶୁଭକୁ ତା ସ୍ୱାମୀ ବହୁତ ଥର କହିଛନ୍ତି, ତୁମ ବାବାଙ୍କୁ କୁହ ଏଇଆ ଦେବେ, ସେଇଆ ଦେବେ, ଝିଅ-ଜ୍ୱାଇଁଙ୍କୁ ତ ଦେବେ ନା, ପରକୁ ନୁହଁ ଇତ୍ୟାଦି ।
ରାତି ସାଢେ଼ ଆଠ ହେବ । ଦୂଲ୍ କରି ଶବ୍ଦରେ ଭୁଷୁଡ଼ି ପଡ଼ିଲା ଘରଟା । ଖାଲି ଚାଳ ଛପର ଛାତ ମଧ୍ୟ ଦେଇ କିଛି ଧୁଳି ବାହାରିବା ଦେଖାଗଲା...
ଅର୍ଦ୍ଧନାରୀଶ୍ୱର ଯେବେ ଚିତ୍ରପଟ୍ଟେ ଦେଖେ, ପ୍ରଫୁଲ୍ଲ ମନରେ ପ୍ରଭୁ ଚିତ୍ରକୁ ପରଖେ ।
ମୋର ପାଠପଢ଼ା ସରିଛି, ବାପା ଚାଲିଗଲେ କିଛି ଦିନରେ । ଘରେ ଆଉ ବଡ଼ କିଏ ? ମୋତେ ହିଁ ଚାକିରି କରି ମା ଆଉ ଦୁଇ ଭଉଣୀଙ୍କୁ ସମ୍ଭାଳିବାକୁ...
ଦେଖା ଆଉ ନାହିଁ ସମ୍ୱଲପୁରୀ, ଅବା ବ୍ରହ୍ମପୁର ପାଟ, ଅନ୍ୟ ଦେଖାଦେଖି ବିଦେଶୀ ଫେସନ ଖୋଲି ଦେଇଅଛି ବାଟ ।
ଡାକି ଥିଲି ଆସ, ଆସ ମଉସୁମୀ, ଆ'ରେ ବରଷା ଆ । ସ୍ୱାଗତ ତୋହର ଆମରି ସହରେ, ଅଧୀର ହେଲାଣି ମନପ୍ରାଣ ଆମ ବରଷାଇ ଦେଇ ଯା' ।
ଘର ଅଗଣାରେ, ସାହି ରାସ୍ତାପରେ ହଜାଇଛି କେତେ ଅଭୂଲା ସ୍ମୃତି, ଫେରି କି ଆସନ୍ତା, ସେଇ ଦିନ ମୋର ପୁଣି ଯେ ଗାଆନ୍ତି, ସେ ବାଲ୍ୟ ଗୀତି ।
ରାଜା ଥିଲି ମୁହିଁ, ଏବେ ମଧ୍ୟ ରାଜା ତପ୍ତ ରୁଧିରର ଶରୀର ମୋର, ଅସାଧାରଣ ମୁଁ ନୁହେଁ ସାଧାରଣ ମୁଁ ସେହି ପୁରୁଣା କ୍ଷତ୍ରିୟ ବୀର ।
ଆପଣଙ୍କ ମତାମତ