ଯେବେ ଯେବେ ରାତି ହୁଏ ଝରକା ସେପାଖେ ଉଙ୍କି ମାରେ
ପାର ଯଦି ଦେଖିନିଅ ଥରେ ଅଙ୍କା ଥିବା ସୀମାନ୍ତର ଚିତ୍ରକୁ ମଧୁସାଗରର ମହତପଣିଆକୁ ଆଉ ଛବିଳ ହେନ୍ତାଳର ସବୁଜିମା ସହ ଭିତରକନିକାର ପ୍ରାକୃତିକତାକୁ ।
ଶିଶୁକୁ କିଛି ବିପଦ ପଡ଼ିଲେ କାହାକୁ ଛାଡେନି ସେ ଭଲେ ନିଜର ଅସୁବିଧା ଅନ୍ୟକୁ ଜାଣିବାକୁ ଦିଏନି
ଆପଣଙ୍କ ମତାମତ