ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ

ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ

ଠିକଣା - ଗ୍ରାମ -ବାରବାଟିଆ, ପୋଷ୍ଟ -ବାଘିଲୋ ବାବନପୁର,ବ୍ଲକ -ଡେରାବିଶ, ଜିଲ୍ଲା -କେନ୍ଦ୍ରାପଡ଼ା, ପିନ୍ -୭୫୪୨୦୮ । ବର୍ତ୍ତମାନ ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରରେ ଅଧ୍ୟୟନ କରୁଛି । ପିଲାଟି ଦିନରୁ ସାହିତ୍ୟ ପ୍ରତି ଅତ୍ୟନ୍ତ ଦୁର୍ବଳତା ମୋର ରହିଛି । ବିଦ୍ୟାଳୟରେ ପଢ଼ିବା ବେଳରୁ ପ୍ରବନ୍ଧ ଆଉ କବିତା କିଛି ମାତ୍ରାରେ ଲେଖୁଥିଲି । ବର୍ତ୍ତମାନ ଅଧିକ କବିତା ଲେଖିବା ସହ ଅଳ୍ପ କେତୋଟି ଗଳ୍ପ ଲେଖୁଛି । ଏଯାବତ୍ କୌଣସି ବହି ମୋର ପ୍ରକାଶ ପାଇ ନ ଥିଲେ ବି ବିଭିନ୍ନ ପତ୍ରପତ୍ରିକାରେ ମୋର ଲେଖା ପ୍ରକାଶିତ । ସମ୍ମାନ - ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ-୨୦୨୪ ।

Posts By ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ

To Top