ପ୍ରଭୁ ତୁମେ ପାହାଚର ପ୍ରଥମ ସୋପାନ ପ୍ରଭୁ ତୁମେ ପଥିକର ସର୍ବୋଚ୍ଚ ସିଂହାସନ ପ୍ରଭୁ ତୁମେ ପ୍ରଭାତର ସୁନେଲୀ କିରଣ ପୁଣି ତୁମେ ସନ୍ଧ୍ୟାର ସାନିଧ୍ୟ ସମର୍ପଣ ।
ତୁମର ବାଣୀ, ତୁମର ଆଶ୍ୱାସନା ଭରା ଆହ୍ୱାନ ଆଉ ତା'ସହ ଦୃଢ ଆତ୍ମବିଶ୍ୱାସ ଥିଲା ଆମ ସୈନ୍ୟମାନଙ୍କର ମନୋବଳ ବଢାଇବାର ମୂଳ ଶସ୍ତ୍ର ।
ଆମେ କର ଯୋଡି, ତୁମ ଚରଣରେ ଅର୍ପିତ ଏ କ୍ଷମାର ପ୍ରାର୍ଥନା ଅପେକ୍ଷା କରିଛୁ ଆର ବରଷକୁ ପୁଣି ଭେଟିବା ହେ ଗଜାନନ ।।
ଭାଗ୍ୟକୁ ଯଦି ଦୋଷ ଦେବି ନାହିଁ ତେବେ ଦଉଛି ଦୋଷ ନିଜକୁ, ହେଲେ ପ୍ରତାରଣାର ପ୍ରତିଯୋଗିତାରେ ଦଣ୍ଡିତ କରିବି କାହାକୁ ???
ଏଥର ଘରକୁ ଗଲେ ମୁଁ ବହୁତ କାମ କରିଦେବି , ତା'କୁ ସାହାଯ୍ୟ କରିବି , ତାକୁ ବି ଭଲ ଲାଗିବ ଆଉ ମୋତେ ବି
ଦୂର ବାଟ ଚାଲିବାକୁ, ଲୋଡ଼ା ନାହିଁ ବଳ , ଲୋଡ଼ା ଅଛି ତ' କେବଳ ଦୃଢ଼ ମନୋବଳ, ସେ ବାଟ ଯେ', କେବେ ସରୁ , ଚାହିଁବି ମୁଁ ନାହିଁ...
ଉଲ୍ଲାସର ଉଦବୋଧ ଆନନ୍ଦର ଆବେଗ ଶ୍ରଦ୍ଧାର ସଂକଳ୍ପ ଆଶାର ଆଲୋକ । ।
ଆପଣଙ୍କ ମତାମତ