ତଳେ ମାଟି ଉପରେ ଆକାଶ ସଭିଙ୍କର ଅଛି ମୋର ବି , ଜୀବନେ ଇଚ୍ଛା ପୁଣି ଅବଶୋଷ ସଭିଙ୍କର ଅଛି ମୋର ବି ।
ଆକାଶ ବକ୍ଷରେ ସୁରୁଯ ସୁନ୍ଦର ସୁରୁଯେ ସୁନ୍ଦର ଜ୍ୟୋତି, ଆଈକୁ ସୁନ୍ଦର ପାକୁଆ ପାଟିରେ ଅଜାଙ୍କ କୋଳରେ ନାତି ।
ଶିବ କ୍ରୋଧ କଲେ ସୃଷ୍ଟି ହୋଇବ ବିଲୟ , ତାଙ୍କ ଚରଣରେ ସଦା ରଖିଥିବୁ ଲୟ ।
ଆପଣଙ୍କ ମତାମତ