ବାବୁ ଯେଉଁଠି କୁକୁରକୁ ଆଉଁସି ଦଉଥିଲେ ପାଖରେ ବସେଇ ବାବୁଆଣୀଙ୍କୁ ଅନେଇ ଦୁଇ ବୁନ୍ଦା ଲୁହ ଝାରିଦେଲା ।
କେତେଥର ତାକୁ ଦେଖିଛି, ଚିହ୍ନା ଏକ ପ୍ରକାର । ଚା' ମାଗିଲି । କଥା ଛଳରେ କହିଲି, ଦିନରେ ବସୁଛ ରାତିରେ ତ ଚେଉଁଛ ଶୋଉଛ କେତେ ବେଳେ ।
ଭୋଟ୍ ଆସିଲେ ଏମାନେ ଜଣେ ଜଣେ ନିଧିଆ ହୋଇ ହାତ ସଫେଇ ଦେଖାନ୍ତି । ଶେଷରେ ନିଧିଆ ଉପରେ ଟଙ୍କା ବର୍ଷିବା ପରି ଏମାନଙ୍କ ଉପରେ ଭୋଟ୍ ବର୍ଷିଯାଏ ।
ସୈନିକ ମହୁମାଛିମାନେ ଆକ୍ରମଣ କରନ୍ତି ସୈତାନକୁ । ତା' କବଚକୁ ଦଂଶି ଦଂଶି ନିଜ ପ୍ରାଣନାଶ କରନ୍ତି ସତ କିନ୍ତୁ ତା'ର କୌଣସି କ୍ଷତି କରିପାରନ୍ତି ନାହିଁ ।
ମୋର ସାଙ୍ଗରେ ବକର ବକର ହୁଅନ୍ତି । ରମେଶର କଥା ଶୁଣି ସୀମା ବହୁତ କାନ୍ଦିଛି, ଆଉ ସେତିକି ବେଳେ ବୁଝିପାରିଛି ଯେ କେବେ କାହାର ଦୁଃଖ ଦେଖି ହସିବା...
ଭାବେ ଯଦି ଗାଳ୍ପିକଟିଏ ହୋଇଥାନ୍ତା ତାକୁ ନେଇ କେତେ ଯେ ଗଳ୍ପ ଲେଖିଥାନ୍ତା । ବିନି ନିଶ୍ଚୟ ରାଜକୁମାର ପରି ପୁଅକୁ ବିବାହ କରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ...
ଧେତ୍, କେଉଁଠି ଥିଲା କେଜାଣି, ମୋରି ପାଖରେ ଝୁଣ୍ଟିଲା ତ ଝୁଣ୍ଟିଲା ପୁଣି ମୋତେ ଧରିପକାଇଲା । ଏକ ଶୁଭ କାମରେ ବାହାରିଥିଲି ଅଥଚ ଆଇରନ୍ ଦିଆା ସାର୍ଟ୍, ପ୍ୟାଣ୍ଟ୍ରେ...
ଅଜୟ ସେହି ଲୋକଟିର କଥା ଶୁଣି ଭିକାରୀ ଆଡକୁ ଅନାଇବା ମାତ୍ରେ କାହିଁକି କେଜାଣି ତା'ର ଦେହ ଶିତେଇ ଉଠିଲା ।
ମୁଁ ପ୍ରେମ ବିବାହ ହିଁ କରିବି । ବିବାହ ପୂର୍ବରୁ ଜଣେ ଅନ୍ୟଜଣକୁ ଜାଣିବା ନିହାତି ଦରକାର । ବିଚାର ମେଳ ଖାଏ ଓ ଝଗଡ଼ା କମ୍ ହୁଏ ।
ଆପଣଙ୍କ ମତାମତ