କେମିତି ତାର ଶିରାଳ କଳା ହାତରେ ଜାବୁଡ଼ି ଧରିଥିଲା ମୋତେ ତାର ଝିଅ ଭାବି ? ଆଉ ମୁଁ ଆଗପଛ ନ ଭାବି ଏକଦମ୍ ଭୟରେ ଠେଲି ଦେଇଥିଲି ତାକୁ...
ମୋର ତା ପ୍ରତି ବୈରାଗ୍ୟ ମନୋଭାବକୁ ନେହା ବଳେ ହୃଦୟଙ୍ଗମ କରିଯିବ । ବାସ୍, ସେ ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିବା ଛଡ଼ା ଅନ୍ୟ ଉପାୟ ନାହିଁ ।
ଶ୍ରୀୟା ଚାରିଟା ସମୟରେ ଫୋନ୍ କରିଥିଲା ଲୋପାମୁଦ୍ରାର ବାପାଙ୍କ ହାନିଲାଭ ବୁଝିବାକୁ ତାଙ୍କ ଘରକୁ । ଖବର ଶୁଣି ସେ ତଟସ୍ଥ । ହାର୍ଟ୍ ଆଟାକ୍ରେ ପ୍ରାଣ ଛାଡ଼ିଛନ୍ତି ଲୋପାମୁଦ୍ରାର...
ହଠାତ୍ ରାଗି ଉଠି କହିଲା - ମୋ ଜନ୍ମଦିନ ବି ତମର ମନେ ରହେ ନାହିଁ । ଆଇ ହେଟ୍ ୟୁ । ତାପରେ ଲମ୍ବା ଲମ୍ବା ପାହୁଣ୍ଡ ପକାଇ...
- ହଁ, ତମ ନାଁ ମୁଁ ତାଙ୍କ ମୁହଁରୁ ପ୍ରଥମେ ଶୁଣିଲି ଆଉ ସେ ବାଧ୍ୟ ହୋଇଗଲେ ମୋତେ ତମ ବିଷୟରେ ସବୁ କିଛି କହିବା ପାଇଁ ।
ଦିନେ ସେଇ ଉଦ୍ଦେଶ୍ୟରେ କଟକ ଛାଡ଼ି ଆସିଥିଲି ସୁଦୂର କୋରାପୁଟ ମୁର୍ଖଙ୍କ ଗଣିତ ହିସାବ ନେଇ । ଲୋପାମୁଦ୍ରାକୁ ଭୁଲିଯିବାର ସଂକଳ୍ପ ନେଇ । ଲୋପାମୁଦ୍ରା କଣ ସ୍ଥାନ ପରିବର୍ତ୍ତନରେ...
ମିଃ ଶର୍ମାଙ୍କର ଗୋଟିଏ ଦସ୍ତଖତ, ଆଉ ଆମେ ମୁକ୍ତ ଆକାଶର ବିହଙ୍ଗ ହୋଇ ଖୁସି ମନରେ ଉଡ଼ିଯିବା ପର ଝାଡ଼ି ।
କହିଲି - କାହିଁ କିଛି ତ ହେଇନି । ତମେ କୋଉଠି କିଛି ହେବାକୁ ଦଉଛ କି ? ଅବଶ୍ୟ ଦ୍ୱିତୀୟ ବାକ୍ୟଟି ମୁଁ ମନେ ମନେ ଉଚ୍ଚାରଣ କଲି...
ଏବେ ଯଦି ଉଠି ପଡ଼ି ସିଟ୍ ଯାଚନା କରେ, ତାହେଲେ ସାମ୍ନା ସିଟ୍ର ପିଲାଟି ବୋଧହୁଏ ମୋ ଶରୀରରୁ ଚରିତ୍ର ନାମକ ଖୋଳପାଟିକୁ ଏଇଠି ଉତ୍ତାରି ରଖିଦେବ ।
ଏବେ ଯଦି ଉଠି ପଡ଼ି ସିଟ୍ ଯାଚନା କରେ, ତାହେଲେ ସାମ୍ନା ସିଟ୍ର ପିଲାଟି ବୋଧହୁଏ ମୋ ଶରୀରରୁ ଚରିତ୍ର ନାମକ ଖୋଳପାଟିକୁ ଏଇଠି ଉତ୍ତାରି ରଖିଦେବ ।
ଆପଣଙ୍କ ମତାମତ