ଇଚ୍ଛାହୁଏ ତା ସହିତ ଢେର୍ ଗପିବାକୁ..ନିଜ ବିଷୟରେ, ଅନ୍ୟସବୁ ବିଷୟରେ । ଆକାଶ ଓ ଜହ୍ନ, ଫୁଲ ଓ ପ୍ରଜାପତି ଏସବୁ ବିଷୟରେ ତା ସହିତ ଚର୍ଚ୍ଚା କରିବାକୁ ଚାହାଁନ୍ତି...
ତାର ପୁରୁଷ ବନ୍ଧୁମାନେ..ପତଙ୍ଗମାନଙ୍କ ପରି ତା ଆଖପାଖରେ ଘୂରିବୁଲନ୍ତି କିଛିକାଳ । ସେମାନଙ୍କ ଭିତରେ କ୍ଷୁଦ୍ର ପ୍ରତିଯୋଗିତାଟିଏ ଅନୁଷ୍ଠିତ ହୁଏ । ଯେ ଜିତିଲା ମନିଷା ଓବେରୟ ତାର ।...
ବୈବାହିକ ସୁଖରେ ଆତ୍ମହରା ହେବାକୁ ଚାହାନ୍ତି । ସୁଯୋଗ ଦେଖି କିଛିଦିନ ପରେ ସାନବାବୁ ତାଙ୍କ ମନ କଥା କହିଛନ୍ତି ଘରେ । ମାଲିକ ଓ ମାଲିକାଣୀ ବେଶ୍ ଖୁସି...
ଏଇ ନୀଳଗୋଲାପର ବି ଭାରି ଭାଗ୍ୟ । ଖାସ୍ ତାରି ପାଇଁ ସାନବାବୁ ତାକୁ ନିଜ ମନ କଥା ସବୁ କହିଦେଲେ । ଆଜିଯାଏଁ ଏତେ କଥା କ'ଣ ସେ...
"ତୁ ଥିଲେ ମୋର ତା' ଚିନ୍ତା ନାହିଁ । ମୁଁ ଜାଣେ ତୁ ମୋ'ଠାରୁ ବି ମୋ ପୁଅର ଦାୟିତ୍ୱ ବେଶ୍ ଭଲ ଭାବରେ ନେଇପାରିବୁ ।" ଲୀନାକୁ ଏଇ...
ଲୀନା କିନ୍ତୁ ତା' ଧୂଳିଖେଳ ଭିତରେ ଆତ୍ମମଗ୍ନ ଥିଲା । ପାଠଶାଠ କ'ଣ ସେ ବୁଝୁନଥିଲା । ତାକୁ ଖାଲି ସାନବାବୁଙ୍କୁ ଦେଖିବାକୁ ଓ ତାଙ୍କ ସହିତ କଥା ହେବାକୁ...
ଗୋରା ତକତକ ଚେହେରା, ସୁଢ଼ଳ ମନୋହର ମୁହଁ, କୁନିକୁନି ଭଅଁର ପରି ଆଖି ଯୋଡ଼ିଏ, ପଦ୍ମକଢ଼ି ପରି ଅଙ୍ଗୁଳି ଓ ସର୍ବୋପରି ରାଜକୁମାର ଭଳି ପୁଅଟିକୁ ପାଇବା ପରେ ସେମାନଙ୍କ...
କେବେଦିନେ କୁଟାଖଣ୍ଡେ ଉଠାଇ ନ ଥିବା ଅଳସୀକନ୍ୟା ସାଂସାରିକ ଝଡ଼ର ମୁକାବିଲା କିପରି କରିବେ ? ଆଗରୁ ଶୁଖିଲା ପତ୍ରଟିଏ ବି ତାଙ୍କ ଉପରେ ଝଡ଼ିନି କେବେ । ପଥର...
ତାକୁ ଲାଗୁଥିଲା ସେ ଯେମିତି ହାଣମୁହଁକୁ ଯାଉଥିବା ଛେଳି । କଂସେଇ ହାତର କୁକୁଡ଼ା. . . ଏଭଳି ଦୋଦୁଲ୍ୟମାନ ପରିସ୍ଥିତି ତା'ର ମାନସିକତାକୁ ଦୋହଲାଇ ପାରୁନଥିଲା କି ରୋମାଞ୍ଚିତ...
ସବୁ ସ୍ନେହଶ୍ରଦ୍ଧା ତୋର ବେକାର ହୋଇଯିବରେ ମାଆ । ତୁ ଅବାଟରେ ପାଦ ଦେଇ ନିଜ ପ୍ରତି ଅନ୍ୟାୟ କରନି । ତୋ ଭବିଷ୍ୟତ ପାଇଁ ଏସବୁ ଭଲ ନୁହଁରେ...
ଆପଣଙ୍କ ମତାମତ