କିଛି ଅଯଥା କୋଳାହଳରୁ ମୁହଁ ଫେରାଇ ଅନୁଭବ କଲି.. କୋଳହଳର ତୀକ୍ଷ୍ଣ ଛୁରିକା ଲମ୍ବିଯାଇଥିଲା ମୋ ଗଳାଯାଏଁ..!
ତେବେ ବି ହଜାଇଦେବାର ଭୟରେ.. କୁହୁଳୁଥିବା ମନକୁ ବୁଝାଇବାକୁ ପଡୁଥିଲା ଜୀବନର ଅନ୍ୟନାମ ପରିବର୍ତନ !
ଚନ୍ଦନସମ ଶୀତଳତା ଭରିଦେଇ ମଥାରେ କୁଢେଇନେବାକୁ ଗୋଟେ ଜନ୍ମର ଅବଶେଷ ।
ଖାଲି କିଛି ସମୟ ବାକି ! ପାଣିର ସ୍ରୋତରେ ଭଉଁରି ପଡିବାକୁ ବେଶୀ ଡେରି ନାହିଁ !
ଛଳନାର ଅଳନ୍ଧୁ ଭିତରେ ଅପହୃତ ସତର କାନଭାସ୍ ଯେଉଁଥିରେ ରଙ୍ଗ ଭରେ ସେ ନିଷ୍କପଟ ସରଳ ମଣିଷଟା!
ନିଜକୁ କଣ ବୋଲି ଭାବିଛ ? ସେଥିପାଇଁ ତୁମକୁ ଚରମ ଶାସ୍ତି ମିଳିବ । ରାଜରାସ୍ତାରେ ହାତରେ ବେଡିପକାଇ ଚଲେଇ ଚଲେଇ ନେବି । ସାରା ସଂସାର ଦେଖିବ ତୁମ...
ସେମାନଙ୍କ ବର୍ବରତା! କୋଉ ସୀମାକୁ ଚାହିଁଛ ! ସତ ମଣିଷମାନେ ଧର୍ମ ବଦଳାଇଲେଣି !
ସାରା ଜୀବନ ତ ସ୍ୱାମୀକୁ କାଠ କଣ୍ଢେଇ ପରି ନଚାଇଲେ । ସେ କାହୁଁ ବୁଝିବେ ସ୍ତ୍ରୀ ପଣିଆ ? ଝିଅକୁ ବି ତ ସେଇ କୁବୁଦ୍ଧି ଦେବେ ନା?
ତା ଭୁଲର ପ୍ରାୟଶ୍ଚିତ ରୂପେ ତାକୁ ଜିଜ୍ଞାସାକୁ ବିବାହ କରିବାକୁ ହିଁ ପଡିବ । କାରଣ ଜିଜ୍ଞାସା ୟା’ଭିତରେ କନସିଭ୍ କରିଯାଇଥିଲା ।
ଠିକ୍ ଅଛି ତୁମେ ନିଜେ କ୍ଷତାକ୍ତ ହେବାରେ ଯଦି ଏତେ ଜିଦ୍ ତାହେଲେ କହିଦେଉଛି ସେ ଅକୁହା ଅଧାବାକ୍ୟଟି.. ତାହେଲେ ମୁଁ ହୁଏତ ତୁମକୁ ବିବାହ କରିନଥାନ୍ତି । ଅନେକ...
ଆପଣଙ୍କ ମତାମତ