ରୂପାଜହ୍ନକୁ କରାୟତ କରିବାକୁ ଚେଷ୍ଟା କରି ବିଶାଳ ମହାକାଶର ଅସଂଖ୍ୟ ନକ୍ଷତ୍ରଙ୍କ ମେଳରେ ନିଜ ପରିଚୟ ଖୋଜି ବୁଲୁଥିବା ଅସହାୟ ମହାକାଶଚାରୀଟିଏ ଉତ୍କଳ ତା'ର ନାଁ ।
ବାଦୁଡ଼ି ଉଡ଼ି ଉଡ଼ି ଖୋଜୁଥିଲା ତା' ଶିକାର ଜୋର୍ ସୋର୍ରେ ଚାଲିଥିଲା ଦୋ'ନମ୍ୱରୀ ବେପାର ନବବଧୂଟା ଯୌତୁକ ରାକ୍ଷସ କବଳରେ କରୁଥିଲା ଚିତ୍କାର ହୁଏତ ସବୁ ଠିକଠାକ୍ ଚାଲିଥିଲା ବିଧି...
ଯିଏ ଉତ୍ତର ଦେଇପାରେନା ମୁଁ ତା' ପାଇଁ ଗୋଟେ ପ୍ରଶ୍ନ । ଆଉ ଯିଏ ପାଇଯାଏ ଉତ୍ତର ମୁଁ ତା' ପାଇଁ ଅସମ୍ପୂର୍ଣ୍ଣ ।।
ଲାଜ ଲାଜ ତା'ର ଦୁଇ ଆଖି ଦେଖି, ପ୍ରେମରେ ମୁଁ ଗଲିପଡ଼ି । ଘନ ଘନ ମନ ବିଚଳିତ ହେଲା, ଯେମିତି ବତାସ ଝଡ଼ି ।।
ସୈନିକ ମହୁମାଛିମାନେ ଆକ୍ରମଣ କରନ୍ତି ସୈତାନକୁ । ତା' କବଚକୁ ଦଂଶି ଦଂଶି ନିଜ ପ୍ରାଣନାଶ କରନ୍ତି ସତ କିନ୍ତୁ ତା'ର କୌଣସି କ୍ଷତି କରିପାରନ୍ତି ନାହିଁ ।
ଜନ୍ମ ହୁଏ ନୂଆ ଜଣେ ଭଗବାନଙ୍କର ତାଙ୍କରି ଅର୍ଥହୀନ ଭାଷଣ ଓ ଯାଦୁ ମୂର୍ଖ ଭକ୍ତମାନଙ୍କୁ ପ୍ରତୀୟମାନ ହୁଏ ଅଲୌକିକତା ପରି
ତା'ରି ନିର୍ଦ୍ଦେଶରେ ତୀବ୍ର ହେଲା ସୂର୍ଯ୍ୟଙ୍କ କିରଣ ଛଟପଟ ହେଲା ମଣିଷ ଅସହ୍ୟ ଗରମରେ ମାଡ଼ିଆସିଲା ସାଗର ବିରାଟ ଗର୍ଜନ କରି
ଆପଣଙ୍କ ମତାମତ