ଚିତ୍କାର କରି ଉଠିଲା ଝିଅଟା "ବାବା ଏଇ ଭୂତ ଗୁଡିକ କିଏ ବାବା"
ଉତ୍କଳ ଦିବସ ହିଁ ପ୍ରତ୍ୟେକ ଓଡିଆର ଆତ୍ମବିଶ୍ୱାସର ମାପକାଠି । ଯେଉଁ ମହାନ୍ ଓଡିଆମାନଙ୍କ ତ୍ୟାଗ, ତପସ୍ୟା ଓ ସାଧନାର ଫଳସ୍ୱରୁପ ଓଡିଶା ଆଜି ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି...
ସତ୍ୟ ସଂକଳ୍ପ- "ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି"ର ପରିଣାମ ସତରେ ଏତେ ଭୟଙ୍କର ହୋଇଉଠେ ଯେ ତାହା କେବେ ବିଶ୍ୱାସ କରିହୁଏନା ।...
ଖୁସି ହୋଇପାରିବେ କି ବନ୍ୟା ମରୁଡ଼ିରେ କ୍ଷତିଗ୍ରସ୍ତ ହେଉଥିବା ସର୍ବହରା ଚାଷୀମାନେ ? ତେବେ କାହିଁକି ଆମର ଛାତି ସବୁ ଫାଟି ପଡୁଛି ଗର୍ବରେ ? ବର୍ଷ ବର୍ଷ ଧରି...
ଋଣ ଶୁଝିପାରୁ ନଥିବା ଚାଷୀ ପାଇଁ ସରକାର ଆଉ କି ଆଶା ଭରସା ଯୋଗାଇ ଦେଇପାରିବେ ତାହା ହୁଏ ତ ଏକ ଆଲୋଚନାର ବିଷୟ ହୋଇପାରେ ନିଶ୍ଚୟ ।
କବି ଲେଖେ ବସି କବିତାର ଧାଡ଼ି ଶବ୍ଦ ହୁଏନା ବୁଝି ବୁଝିଲା ଶବଦ କବିତା ଧାଡ଼ିରୁ ଗଲାଣି ତ ପରା ହଜି ସାହିତ୍ୟରେ ଆଉ ରହୁନାହିଁ ଏବେ ଦେଶ ସମାଜର...
ପାଠ ପଢୁଆ ପିଲାମାନେ ଟି.ଭି. ଆଗରେ ବସି ଘଣ୍ଟା ଘଣ୍ଟା ଧରି କାର୍ଟୁନ୍ ଚ୍ୟାନେଲ୍ ଦେଖୁଛନ୍ତି । ପ୍ରଥମରେ ସମୟ ନଷ୍ଟ ହେବା ସହିତ ଦ୍ୱିତୀୟରେ ପିଲାମାନଙ୍କର ସୃଜନୀ ଶକ୍ତି...
ଆମେ ନିର୍ବାଚିତ କରୁଥିବା ଜନପ୍ରତିନିଧିମାନେ ଆଜି ସରକାର ବୋଲାଇ ଆମରି ଝାଳବୁହା ଧନକୁ ଟିକସ୍ ଆକାରରେ ନେଇ ଆଜି ନିର୍ମଳ ଭାବମୂର୍ତ୍ତିର ଚେହେରା ଦେଖାଇ ଅୟସ କରୁଛନ୍ତି ।
ଗୋପବନ୍ଧୁଙ୍କର ଆଦର୍ଶରେ ଅନୁପ୍ରାଣିତ ଗୌରବାବୁ ଯାହା କରିପାରିନାହାଁନ୍ତି ତାହା ଆଜି ସିପୁନ୍ କରିପାରିଛି । ଖୁସିରେ ଆତ୍ମହରା ହୋଇପଡ଼ିଛି ଗାୟତ୍ରୀ ।
ତୁମ ନିଃଶ୍ୱାସରେ ପ୍ରବାହିତ ଶିରି ଶିରି ମଳୟ ତୁମେ ଭାସିଯାଉଛ ଆଶା ବୈତରଣୀରେ ତୁମେ ଖୋଜି ଚାଲିଛି ତୁମର ଇପ୍ସିତକୁ
ଆପଣଙ୍କ ମତାମତ