ଗନ୍ଧିଦାସ ଚୋର ଡକେଇତ । ଏ କଥା ଗାଁର ପ୍ରତିଟି ମଣିଷର ହୃଦୟରେ ରକ୍ତରେ ମାଂସରେ ମିଶିଯାଇଛି । ସହଜରେ ଅଚେତନ ମଣିଷ ।
ତମେ ଜାଣିଛ ମା' ବଇଶାଖୀର ପଥର ପରି ଫଟାମାଟି କାଟି ଚଷାପୁଅ କେମିତି ହଳକରି ବିହନ ବୁଣେ । ବର୍ଷାର ମେଘ ଘଡ଼ଘଡ଼ି ଅନ୍ଧାରରେ କେମିତି ରୁଆ ବେଉଷଣ କରେ...
ମୁଁ ତୁମ କାଗଜପତ୍ର ସବୁ ଦେଖିଛି । ୧୫ ତାରିଖରେ ଯିବ । ବଣ୍ଡ କରି ବ୍ୟାଙ୍କରୁ ପ୍ରଥମ କିସ୍ତି ଆଣିବ । ସାବଧାନ କାହାରିକୁ କିଳାପୋତି ଦେବ ନାହିଁ...
ମୁଁ କବି ମୋର ପ୍ରାଚୁର୍ଯ୍ୟର ପ୍ରୟୋଜନ ନାହିଁ । ମୋତେ କେବଳ ଭଲ କବିତା ଲେଖିବାକୁ ପ୍ରେରଣା ଦିଅନ୍ତୁ ।
ପ୍ରଜାମାନେ ଭୁଲ୍ କଲେ ରାଜା ତା'ର ବିଚାର କରିବେ । ରାଜା ଯଦି ନିଜେ ଅପରାଧୀ ବିଚାର କରିବ କିଏ ?
ଅସନାଟାକିରେ, ସେଗୁଡ଼ାକ ତଳେ ପଡ଼ିଚି ତାକୁ ଫୋପାଡ଼ି ଦେ' ।
ତାଙ୍କର ଏ ପରିବାର ଉପରେ ମାୟା ନଥିଲେ ନିଜେ ମରି ଆମକୁ ଦେଢ଼ ଲକ୍ଷ ଦେଇନଥାନ୍ତେ ।
ମରିବା ଆଗରୁ ଯାହା କହୁଛି ତାକୁ ନିଶ୍ଚୟ ପାଳନ କରିବୁ ।
ଆଗ କଥା ଆଉ କ'ଣ ମନେଅଛି ? ତାକୁ ପରା ଭୁଲିଗଲେଣି
ତମେ ଜାଣିଛ ସଂଗୀତର ସମ୍ମୋହନ ଶକ୍ତିରେ ଆକାଶରୁ ବର୍ଷା ଝରେ । ପବନ ତା'ର ଗତିପଥ ବଦଳାଏ । ବୃକ୍ଷମାନେ ପୁଷ୍ପରେ ସୁରଭିତ ହୁଅନ୍ତି । ଆଜି ସଂଗୀତର ଅବସ୍ଥା...
ଆପଣଙ୍କ ମତାମତ