ଗେହ୍ଲା ନାତୁଣୀ ତାଙ୍କର ମାଡ ନ ଖାଉ ସେଥିପାଇଁ, ମୋ ଜେଜେବାପା, ମୋ ଦୁଆର ମୁହଁ ବାହାରେ ବସି ରହିଲେ ।
ସେପାରି ରେ ଥାଇ ଦେଉଥା ପ୍ରେରଣା ନିତି କରିବାକୁ ଭଲ କରମ ।
କୁହ ଓଡ଼ିଆ, ଲେଖ ଓଡ଼ିଆ ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଭାରି ବଢ଼ିଆ ଆମେ ଓଡ଼ିଆ !
ଆପଣଙ୍କ ମତାମତ