ସେଇ ସମୟରେ ତା' ବାପା ପହଞ୍ଚିଗଲେ । ପୁଅର ଅବସ୍ଥା ଦେଖି ତାଙ୍କ ଆଖିରୁ ବି ଦି'ବୁନ୍ଦା ଲୁହ ଝରି ପଡ଼ିଲା ।
ମା କେବେ ବି ତା ସନ୍ତାନର ରକ୍ତ ଚାହେଁ ନାହିଁ । ବଳି ଜାଗାରେ ଆମେ ଭଲରେ ପୂଜା କରି ପାରିବା । ସେଇ ପଇସାରେ ଆମେ ଫଳ ମୂଳରେ...
ମୁଁ କଣ ଆଉ ଘରୁ ବାହାରିବିନି ? ମୁଁ କଣ ଆଉ ରାସ୍ତାରେ ଚାଲିବିନି ? ମୋର ବି ତ ପେଟଟେ ଅଛି ! ମୋ' ପେଟକୁ କ'ଣ ଭୋକ...
ତୁମ ବୋଉ ଯଦି ତୁମକୁ ଜନ୍ମ କରି ନଥାନ୍ତା ତୁମେ ଆଜି ବଡ ହୋଇ ଏ ପ୍ରହସନର ଢମ କରିବା ପାଇଁ ବି ଜୀଅନ୍ତା ବୁଲୁ ନ ଥାନ୍ତ !
କୁକୁଡ଼ା ଅଟ୍ ହୋମ୍ । ମମ୍ କିଲ୍( ହାତରେ ଠାରି ଜଣେଇଲେ ଯେ ମମ୍ କୁକୁଡ଼ାକୁ ମୋଡ଼ି ଦିଅନ୍ତି ) ଦେନ୍ କୁକୁଡ଼ା ଆଆଆ ଆ ଆ ( ମମ୍...
ମୁଁ କେବେ ଦେଖିନି ସେ ଜିଲାପି ଖାଇବାର , କିନ୍ତୁ ମୁଁ ଜାଣେ, ମୋ ମା’ କୁ ବି ଜିଲାପି ନିଶ୍ଚୟ ଭଲ ଲାଗୁଥିବ । କ’ଣ ଭଲ ଲାଗିବନି...
ଅଜାଣତରେ ସେ ଟଙ୍କା କେଉଁଠି ହଜେଇ ଦେଇଛନ୍ତି । କାନନ ଟିକେ ବ୍ୟସ୍ତ ହେଲେ, ଅଥଚ ଦାସବାବୁ ପୂର୍ବପରି ନିର୍ବିକାର ଥିଲେ ।
ଟିଭି ନଥିବାରୁ ତମେମାନେ ଦେଶର ସମସ୍ୟା କ'ଣ ଜାଣୁନାହଁ ? ଆମର ଭାଷଣ ଶୁଣୁନାହଁ, ତୁମେମାନେ ଯାଅ ଆଗେ ପ୍ରତ୍ୟେକ ଘରକୁ ଟିଭି କରିବ । ତା' ପରେ ମୁଁ...
ଅକସ୍ମାତ୍ ଗୋଟେ ଛୋଟ ବାଳକ ଆସିଲା ଓ ଦୁଇ ତିନୋଟି ମାଟି ଦୀପ ଧରି ଦୌଡ଼ିବାକୁ ଲାଗିଲା । ବୁଢ଼ୀମା' ଚୋର ଚୋର କହି ଚିତ୍କାର କଲା ହେଲେ କେହି...
ହେ ପରମାତ୍ମନ ! ଆପଣ ଆମର ମୁକ୍ତିଦାତା । ଆମର ବଞ୍ଚିବାର ଆବଶ୍ୟକତା ନାହିଁ । ଯେଉଁଠି ରହିଲେ ବି ଆମେ ଚିଲ, ବଗ, ମଣିଷର ଆହାର ହେବୁ ।
ଆପଣଙ୍କ ମତାମତ