କବିତା ତଳେ ତମର ନାଁ ଲେଖା ହୋଇଥିଲା । ମୁଁ କହିଲି, ଏଇଟା ଦେବଭାଇ ଲେଖିଛନ୍ତି, କବିତାଟିଏ ।
ସମୟ ଓ ପରିବେଶ ବେରସିକକୁ ବି ରସିକ, କବିକୁ ଅକବି ଓ ଭଦ୍ରଲୋକକୁ ବେହିଆ କରିଦିଏ ।
ହଇଓ ତହସିଲଦାର ବାବୁ, ତମେ ଜାଣିଛ ତ ଜଣେ ନେତା ଅଢେ଼ଇ ହଜାର କୋଟି ଟଙ୍କା ଟିକସ ଫାଙ୍କିଲା, ତାକୁ ସରକାର ମାଫ୍ କଲେ । ସେ ପୁଣି ନିର୍ବାଚନ...
ସେତେବେଳେ ସେ ନୂଆନୂଆ ଚାକିରି କରିଥାଏ । ଛଇଲାଟ୍ ଥାଏ । କଥା କଥାରେ ଦେହକୁ ଛୁଇଁଦିଏ । ମୁଁ ବିତାଉଥାଏ ବିବାହିତ ଜୀବନର ଚତୁର୍ଥ ବର୍ଷ ।
ଭାବେ ଯଦି ଗାଳ୍ପିକଟିଏ ହୋଇଥାନ୍ତା ତାକୁ ନେଇ କେତେ ଯେ ଗଳ୍ପ ଲେଖିଥାନ୍ତା । ବିନି ନିଶ୍ଚୟ ରାଜକୁମାର ପରି ପୁଅକୁ ବିବାହ କରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ...
ଆମେ ଏ ରକମର ଖବର ଛାପିବାକୁ ଅତି କମ୍ରେ ପାଁ'ଶ ଟଙ୍କା ନେଉ ।
ଆରେ ସେ ବାର ଦୁଆର ହେଲା ବୋଲି, ତୁମର କି ଅଧିକାର ଅଛି ତା'କୁ ବାଡ଼େଇବ ? କନେଷ୍ଟବଳ ଦୁହେଁ ଭୋଇବାବୁକୁ ଭିଡ଼ି ଧରିଲେ - ଚାଲ ବାବୁ ଥାନାକୁ...
ସେ ଚାକିରି କଲା ପରେ ବହୁ ପ୍ରସ୍ତାବ ଆସିଥିଲା । ସେ ମଧ୍ୟ ବହୁ ଝିଅ ଦେଖିଥିଲେ, କେହି ତାଙ୍କ ମନକୁ ଗଲା ନାହିଁ । ତାଙ୍କ ଅଞ୍ଚଳରେ ସେ...
ଜୀଅନ୍ତା କଲିଜା ଖଣ୍ଡ ଛୁରୀ ବାଜି ଛଟପଟ ହେବା ପରି ଭୟଙ୍କର ମରଣ ମୁହଁରେ ଛାଡ଼ିଆସିଥିବା ଲୋକଟାର କଥା ଭାବି ବିଚଳିତ ହୋଇପଡ଼ୁଥିଲା ସେ । ଲୁହକୁ ଝରାଇ ଝରାଇ...
ଦେଖ, ଯୋଗ ଏମିତି ଯେ ସେଇ ହାଣ୍ଡି ପଛଆଡ଼େ ତାକିଜୁକି ହୋଇ ତିନିଫୁଟ ଲମ୍ୱର ଚିତିସାପ ଚୋରଟିଏ ଭଳି ଲୁଚି ରହିଛି । ଏତେବଡ଼ କାମ କରିସାରିବା ପରେ ତା'ର...
ଆପଣଙ୍କ ମତାମତ