ଏବେ ତମେ ବଂଧୁ ରୂପେ ମୋ ସହ ହାତ ମିଳାଇପାରେ କିମ୍ବା ସହମତିର ସଂସାର ଗଢିବା ପାଇଁ... ସିନ୍ଦୂର ପିନ୍ଧାଇପାର !!
ବିଜୁ ବାବୁଙ୍କ ନାମରେ ଯାଦୁକରୀ ଶକ୍ତି ଅଛି । ତାଙ୍କ ନାମ ଧରି ତୁ ଅନାୟାସରେ ଏମ୍.ପି. ହୋଇଯିବୁ
ଯେଉଁ ପୁଅ ଉପରେ ତା ମାଆ ବାପାଙ୍କର ଆଶୀର୍ବାଦ ଥାଏ, ମାଆକୁ ଯେଉଁ ପୁଅ ଖୁବ୍ ଖୁସିରେ ରଖେ ସେ ପୁଅ କୁଆଡେ ଯେଉଁ ମାଟିରେ ହାତ ଦିଏ ସେଇ...
ତୁମ କଥା ମୋତେ କାହାଣୀ ପରି ଲାଗୁଛି । ସତରେ କ’ଣ ଏମିତି ହୋଇପାରେ, ଯାହା କାନ ଉଠିଲା ଦିନରୁ ଶୁଣିନି କେବେ ତାହା ଘଟିବାକୁ ଯାଉଛି?
ସତେ ଯେମିତି କୌଣସି ଏକ ଅଦୃଶ୍ୟ ଶକ୍ତି ପାଣିରେ ବୁଡ଼ିଯାଉଥିବା ବ୍ୟକ୍ତିକୁ ଯମ ଦୁଆରୁ ଫେରାଇ ଆଣିଚି । ଭଗବାନଙ୍କ ପାଖରେ ଅଜସ୍ର କୃତଜ୍ଞତା ଜଣାଇ ପାଞ୍ଚ ମିନିଟ୍ ସେଠାରେ...
ଗନ୍ଧିଦାସ ଚୋର ଡକେଇତ । ଏ କଥା ଗାଁର ପ୍ରତିଟି ମଣିଷର ହୃଦୟରେ ରକ୍ତରେ ମାଂସରେ ମିଶିଯାଇଛି । ସହଜରେ ଅଚେତନ ମଣିଷ ।
"ଆସ ରାଜା । ସଙ୍କୋଚ କାହିଁକି ।" କହି ସିଂହବାଳା ଅଚାନକେ ଅକିଞ୍ଚନକୁ ଭିଡ଼ିଆଣିଲା ଗୁମ୍ଫା ଭିତରକୁ । ତାହା ଯେ ଉଦ୍ବେଳ ପ୍ରେମଜନିତ ଭିଡ଼ା ନୁହେଁ, ଏତକ ବୁଝିବାକୁ...
ହୁଏତ ଏ ବ୍ୟାଗ୍ ତମ ପାଖରେ ଛାଡ଼ିନଥିଲେ ଆଜି ମୋତେ ଏଠି ଦେଖୁନଥାନ୍ତେ । ଏତେ ବଡ଼ ଉପକାର ବଦଳରେ ଏ ଟଙ୍କାର ମୂଲ୍ୟ କେତେକି ।
ବରଙ୍କର ପ୍ରଥମ ଦୁଇ ବିଭା ସ୍ତିରୀ ମରିଛନ୍ତି, ଏଇଟା ହେବ ତେହକି ବିଭା । ବରଙ୍କ ବୟସ ଏହି ମାଘରେ ପଞ୍ଚଷଠି ପଶିବ ।
ହଠାତ୍ ଶାଶୁ କହିଲେ- ସ୍ୱାମୀ ଓ ପରିବାରର ସହିତ ଦୀର୍ଘକାଳ ସୁଖରେ ଲୁହ ବୋଲି ଆଶୀର୍ବାଦ କରିବେ ନାହିଁ ଯୋଗୀବର । ସାଧ୍ୱୀ ହେବାର ଆଶୀର୍ବାଦ ।
ଆପଣଙ୍କ ମତାମତ