ନିଶ୍ଚୟ କିଛି ଗୋଟାଏ ଅଘଟଣ ଘଟିବ । ଗୋଟାଏ ଗୋଡ଼କୁ ଧରି ତାକୁ ତଳକୁ ଫୋପାଡ଼ି ଦେବେ କିମ୍ୱା ବାଁ ଗାଲ୍ରେ ଠାଏ କରି ଗୋଟାଏ ଶକ୍ତ ଚଟକଣି ।...
ଅମଙ୍ଗ କୋଡ଼ରେ ମଲେ ଜୋଡ଼କୁ ଫୋପାଡ଼ି ଦେବି । ମାତ୍ର ପୋଷ୍ୟା କନ୍ୟା କରି କାହା ହାତରେ ଉତ୍ସର୍ଗୀ ଦେବିନି ।
ଆପଣଙ୍କ ମତାମତ