ତାକୁ ବଞ୍ଚିବାକୁ ହୁଏ ଜୀବନ ଅନ୍ୟର ଖୁସିରେ ତାକୁ ମଧ୍ୟ ଲୋଡା ଗୋଟେ ପ୍ରଶସ୍ତ ଆକାଶ, ତାରା ଭର୍ତ୍ତି ରାତି,ସ୍ୱପ୍ନମୟ ନିଦ୍ରା ସେ ବି ଖୋଜେ ସୁମନର ସୁଗନ୍ଧ, ଭଲପାଇବାର...
ଅନେକ ଆକାଶ ତଳେ ସେ ଏକା ଏକା ଏକ ଅବୁଝା ସୂର୍ଯୋଦୟ କୋମଳ ରଶ୍ମିରେ ବେଶ୍ କମନୀୟ ତାକୁ କିନ୍ତୁ ଅପେକ୍ଷା କରିଥାଏ ମୋଟେ ସରୁନଥିବା ନିଆଁ ଜରଜର ଏକ...
କବି ନୃସିଂହ ତରାଇଙ୍କ କବିତାର ଅର୍ନ୍ତପ୍ରେରଣା ଓ ବହିଃରଙ୍ଗ ଚିତ୍ର ଉଭୟେ ଗୁଣାତ୍ମକ । କବିତାଗୁଡ଼ିକରେ ଶବ୍ଦର କାରୁଣ୍ୟତା ଓ ଅନାହତ ଗତିଶୀଳତା ବେଶ୍ ଲାକ୍ଷଣିକ ।
ସେ ଗୋଟିଏ ପାଦ ଆଗକୁ ବଢ଼ାଇଲା ମାତ୍ରେ ନିକଟରେ ଥିବା ପ୍ରତ୍ୟେକ ପୁରୁଷ ତାଙ୍କୁ ପଛରୁ ଟାଣି ଧରିବାର, ତାଙ୍କ ଅଗ୍ରଗତିକୁ ପ୍ରତିହତ କରିବାର ପ୍ରୟାସ କରିଛନ୍ତି ।
ନାରୀ ଦେହକୁ ଯାବତୀୟ ବିଳାସବ୍ୟସନର ସାମଗ୍ରୀ ରୂପେ ବ୍ୟବହାର କରୁଥିବା ଉପଭୋକ୍ତା ସମାଜ ଏବେ ବି ନାରୀର ଶାରୀରିକ ସତୀତ୍ୱକୁ ଖୁବ୍ ପ୍ରଶଂସା କରେ
ଆପଣଙ୍କ ମତାମତ