ଦେଖିଥିବ ଯିଏ କୋଣାର୍କ ମନ୍ଦିର ଯାଇଥିବ ଯିଏ ପୁରୀ ଝୁରି ହେଉଥିବ ଓଡ଼ିଶାକୁ ସିଏ ଆସିଲେ ଜଗତ ଘୁରି ।
ବାହାଘର ଆଗୁ ସାଥେ ରହିବାକୁ ନୂଆ ନିୟମ କାଳେ ହେଇଛି ଏକଥା ଶୁଣି ସାରିଲା ପରେ ଟୋକାଟୋକି ମନ ଦେଉଁଛି ।
ମୋ ପାଇଁ ସେ ବରଗଛଟି ନୂଆ ନଥିଲା, କଲେଜ ପଢୁଥିବା ସମୟରେ କାହିଁ କେତେ ଥର ସେଠାରେ ବସି ଆମେ ଖଟି କରିଛୁ ।
ଦୁହେଁ ଦୁହିଁକୁ ଏତେ ଭଲ ପାଉଥିଲେଯେ କେହି କାହାରକୁ ଛାଡି ରହି ପାରୁନଥିଲେ । ବବିତାକୁ ପାଇଲା ପରେ ପପୁର ହସ ଦ୍ୱିଗୁଣିତ ହୋଇଗଲା ।
ସେ ବଉଳ ଗଛ ସେ ପୋଖରୀ ମାଛ ଡୁଡୁ ବାଗୁଡିର ଖେଳ ଭାବିଲେ ସେକଥା ଆନନ୍ଦେ ନାଚଇ ସେହି ସାଙ୍ଗସାଥୀ ମେଳ ।
ଆପଣଙ୍କ ମତାମତ