ଜୟନ୍ତ ଜଣେ ସ୍ୱାସ୍ଥ୍ୟବାନ୍ ଅସୁସ୍ଥ ନପୁଂସକ, ତାଙ୍କ ଔରସରୁ ତା'ର ସନ୍ତାନ ହେବାର କୌଣସି ସମ୍ଭାବନା ନାହିଁ ବୋଲି ଜାଣିଗଲା ପରେ, ଜୁହୁ ବିଚ୍ ବଂଲୋ ଛାଡ଼ି ଭୁବନେଶ୍ୱର ଫେରିଯିବା...
ଆଦିବାସୀ ଛାତ୍ରାବାସ ବାର୍ଷିକ ଉତ୍ସବ ରାତିରେ, ଲୋଡ୍ ସେଡ଼ିଂ ବେଳେ ଅପ୍ରତ୍ୟାଶିତ ଭାବରେ ଅନାର୍ଯ୍ୟ ପୁରୁଷ ପାଖରେ ଜଣେ ଆର୍ଯ୍ୟ କନ୍ୟାର ଦେହ ନୈବେଦ୍ୟ ହୋଇଯାଇଥିଲା ।
ମମିଙ୍କ କଥା ଶୁଣି ଜାହ୍ନବୀର ମୁହଁ ଶୁଖିଗଲା ।
ସ୍ୱପ୍ନର ଚଢ଼େଇ ଥୁଣ୍ଟା ଗଛଡ଼ାଳରେ ବସନ୍ତି ନାଇଁ । ଥୁଣ୍ଟା ଗଛରେ କେମିତି ପତ୍ର କଅଁଳିବ- ଡାଳ ଘଞ୍ଚ ହେବ-ସେ କଥା ଆପଣଙ୍କୁ ଜଣା-ଆପଣ ଥରେ ଚେଷ୍ଟା କରି ଦେଖନ୍ତୁ-...
ଦଳବଦଳ କଲେ ଦ୍ୱାରପାଳ ଏକ ପାଳଭୂତ ହୋଇଯିବ । ଲୋକେ ତାକୁ ଗ୍ରହଣ କରିବେ ନାଇଁ ।
ପୋଡ଼ି ଯାଇଥିବା ତିଅଣରେ ଆଉ ସ୍ୱାଦ ନ ଥାଏ । ଆଉ କେତେ ଦିନ ଏ ସ୍ୱାଦହୀନ ବ୍ୟଞ୍ଜନ ଖାଇ କୌଣସି ମତେ ବଞ୍ଚି ରହିବା ପାଇଁ ଚାହୁଁଛ ।
- ତମକୁ ବନ୍ଧ୍ୟାତ୍ୱ, ଲଜ୍ଜା ଓ ଅପମାନରୁ ମୁକ୍ତ କରିବା ପାଇଁ ଆଜି ମୁଁ. . . ।
ସବୁ ସେଇ ଈଶ୍ୱରଙ୍କ ଇଚ୍ଛା, ମୁଁ ନିମିତ୍ତ ମାତ୍ର । ମୋ ଭଳି ଜଣେ ପାପିଷ୍ଠ ପୁରୁଷ ଦ୍ୱାରା ତମର ଯଦି କିଛି ଉପକାର ହୁଏ, ମୁଁ ତମ ପାଇଁ...
କିନ୍ତୁ ପର ମୁହୂର୍ତ୍ତରେ ତା'ର ଭୟ ହୋଇଛି, ଯଦି ମେଡ଼ିକାଲ୍ ଟେଷ୍ଟରୁ ଜଣାପଡ଼ିଯାଏ ଯେ, ସେ ସନ୍ତାନର ଜନକ ହେବା ପାଇଁ ଅସମର୍ଥ, ତାହାହେଲେ ନିଜର ପୋଡ଼ାମୁହଁ ଲୁଚାଇବା ଲାଗି...
କାଳୁବାବୁ ଅଙ୍କଲ୍ କ'ଣ ଆତ୍ମନିର୍ଭରଶୀଳ ସୁପୁରୁଷ ନୁହଁନ୍ତି । ଅସୁବିଧା ଭିତରେ ତାଙ୍କର ବୟସ ଟିକିଏ ବେଶି ହୋଇଯାଇଛି । ତୋର ବି କେଉଁ ବୟସ ବସିରହିଛି !
ଆପଣଙ୍କ ମତାମତ