ଝାଡ଼ା ସଫା ତ ସାମାନ୍ୟ କଥା । ଭୋଟ ପାଇଁ ବହୁ ଦୁର୍ଗମ ପଥରେ ଗମିବାକୁ ହେବରେ ଚଇତନ ।
ସେଇ ସମୟରେ ତା' ବାପା ପହଞ୍ଚିଗଲେ । ପୁଅର ଅବସ୍ଥା ଦେଖି ତାଙ୍କ ଆଖିରୁ ବି ଦି'ବୁନ୍ଦା ଲୁହ ଝରି ପଡ଼ିଲା ।
ଅଜାଣତରେ ସେ ଟଙ୍କା କେଉଁଠି ହଜେଇ ଦେଇଛନ୍ତି । କାନନ ଟିକେ ବ୍ୟସ୍ତ ହେଲେ, ଅଥଚ ଦାସବାବୁ ପୂର୍ବପରି ନିର୍ବିକାର ଥିଲେ ।
ଟିଭି ନଥିବାରୁ ତମେମାନେ ଦେଶର ସମସ୍ୟା କ'ଣ ଜାଣୁନାହଁ ? ଆମର ଭାଷଣ ଶୁଣୁନାହଁ, ତୁମେମାନେ ଯାଅ ଆଗେ ପ୍ରତ୍ୟେକ ଘରକୁ ଟିଭି କରିବ । ତା' ପରେ ମୁଁ...
ହେ ପରମାତ୍ମନ ! ଆପଣ ଆମର ମୁକ୍ତିଦାତା । ଆମର ବଞ୍ଚିବାର ଆବଶ୍ୟକତା ନାହିଁ । ଯେଉଁଠି ରହିଲେ ବି ଆମେ ଚିଲ, ବଗ, ମଣିଷର ଆହାର ହେବୁ ।
କାହା ସାଙ୍ଗରେ ପାଟିଗୋଳ ହେଲେ ଆଗ ବିଡ଼ି ଦି'ଶୋଠା ଟାଣି ମୁଣ୍ଡ ଠିକ୍ କରିଦିଏ । ଟାଣିଟାଣି ଖଣ୍ଡିଆ କରି ଫିଙ୍ଗିଦେଇ ପାଦରେ ଦଳିଦିଏ ।
ମାଷ୍ଟ୍ରଙ୍କର ଦରମା ବଢୁଛି । ଅଫିସର୍ ଦରମା ସଙ୍ଗରେ କିଳାପୋତି ବଢୁଛି । ଏମ୍.ଏଲ୍.ଏ.ଙ୍କର ଭତ୍ତା ବଢୁଛି । ମୋ ମାଆ ଶହେଟି ଟଙ୍କା ଭତ୍ତା ପାଇଲାନି
ଓଡ଼ିଶା ସରକାର ଅର୍ଥନୀତିର ପ୍ରଗତି ପାଇଁ ଗହିରମଥାକୁ ଆହୁରି ସଙ୍କୁଚିତ କରୁଛନ୍ତି । ଗହିରମଥାରେ ସାମୁୁଦ୍ରିକ ଅଣ୍ଡାଦାନ ପ୍ରକ୍ରିୟା ଅନେକ ଦେଖିବାକୁ ଚେଷ୍ଟାକରି ମଧ୍ୟ ପାଇନାହାନ୍ତି ।
ଆପଣଙ୍କ ମତାମତ